ଯୋହନ 9:10 - ପବିତ୍ର ବାଇବଲ10 ଲୋକମାନେ ତାକୁ ପଗ୍ଭରିଲେ, “କ'ଣ ହେଲା? ତୁମ୍ଭେ କିପରି ଦୃଷ୍ଟି ଶକ୍ତି ପାଇଲ?” Gade chapit laପବିତ୍ର ବାଇବଲ (Re-edited) - (BSI)10 ସେଥିରେ ସେମାନେ ତାହାକୁ କହିଲେ, ତାହାହେଲେ ତୋର ଆଖି କିପରି ଫିଟିଗଲା? Gade chapit laଓଡିଆ ବାଇବେଲ10 ସେଥିରେ ସେମାନେ ତାହାକୁ କହିଲେ, ତାହାହେଲେ ତୋର ଆଖି କିପରି ଫିଟିଗଲା ? Gade chapit laପବିତ୍ର ବାଇବଲ (CL) NT (BSI)10 ଲୋକମାନେ ତାକୁ ପଚାରିଲେ, “ତା’ ହେଲେ, ତୁ ଏବେ ଦେଖିପାରୁଛୁ କିପରି?” Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT10 ସେଥିରେ ସେମାନେ ତାହାକୁ କହିଲେ, ତାହାହେଲେ ତୋର ଆଖି କିପରି ଫିଟିଗଲା? Gade chapit la |