ଯୋହନ 8:18 - ପବିତ୍ର ବାଇବଲ18 ମୁଁ ମୋ’ ନିଜ ସମ୍ବନ୍ଧରେ ଜଣେ ସାକ୍ଷୀ ଓ ମୋତେ ପଠାଇଥିବା ପରମପିତା ମୋର ଆଉ ଜଣେ ସାକ୍ଷୀ।” Gade chapit laପବିତ୍ର ବାଇବଲ (Re-edited) - (BSI)18 ମୁଁ ନିଜେ ନିଜର ସାକ୍ଷୀ, ପୁଣି ମୋହର ପ୍ରେରଣ-କର୍ତ୍ତା ପିତା ମୋʼ ବିଷୟରେ ସାକ୍ଷ୍ୟ ଦେଉଅଛନ୍ତି। Gade chapit laଓଡିଆ ବାଇବେଲ18 ମୁଁ ନିଜେ ନିଜର ସାକ୍ଷୀ, ପୁଣି, ମୋହର ପ୍ରେରଣକର୍ତ୍ତା ପିତା ମୋ' ବିଷୟରେ ସାକ୍ଷ୍ୟ ଦେଉଅଛନ୍ତି । Gade chapit laପବିତ୍ର ବାଇବଲ (CL) NT (BSI)18 ମୋ’ ନିଜ ପାଇଁ ମୁଁ ସାକ୍ଷ୍ୟ ଦେଉଛି ଏବଂ ମୋର ପ୍ରେରଣକାରୀ ପିତା ମଧ୍ୟ ମୋ’ ପାଇଁ ସାକ୍ଷ୍ୟ ଦେଉଛନ୍ତି।” Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT18 ମୁଁ ନିଜେ ନିଜର ସାକ୍ଷୀ, ପୁଣି, ମୋହର ପ୍ରେରଣକର୍ତ୍ତା ପିତା ମୋʼ ବିଷୟରେ ସାକ୍ଷ୍ୟ ଦେଉଅଛନ୍ତି।” Gade chapit la |