ଯୋହନ 10:21 - ପବିତ୍ର ବାଇବଲ21 କିନ୍ତୁ ଅନ୍ୟ ଯିହୂଦୀମାନେ କହିଲେ, “ନିଜ ଭିତରେ ଭୂତ ରହିଥିବା ଜଣେ ଲୋକ ଏଭଳି କଥା କହେ ନାହିଁ। ଗୋଟିଏ ଭୂତ କ'ଣ କେବେ ଅନ୍ଧ ଲୋକର ଆଖି ଭଲ କରି ଦେଇ ପାରିବ? ନା!” Gade chapit laପବିତ୍ର ବାଇବଲ (Re-edited) - (BSI)21 ଅନ୍ୟମାନେ କହିଲେ, ଏହିସବୁ କଥା ତ ଭୂତ ଲାଗିଥିବା ଲୋକର ନୁହେଁ; ଭୂତ କଅଣ ଅନ୍ଧର ଆଖି ଫିଟାଇ ପାରେଣ? Gade chapit laଓଡିଆ ବାଇବେଲ21 ଅନ୍ୟମାନେ କହିଲେ, ଏହି ସବୁ କଥା ତ ଭୂତ ଲାଗିଥିବା ଲୋକର ନୁହେଁ; ଭୂତ କ'ଣ ଅନ୍ଧର ଆଖି ଫିଟାଇ ପାରେ ? Gade chapit laପବିତ୍ର ବାଇବଲ (CL) NT (BSI)21 ଅନ୍ୟମାନେ କହିଲେ, “ଭୂତଗ୍ରସ୍ତ ଲୋକ ଏପରି କଥା କହି ପାରନ୍ତା ନାହିଁ। ପୁଣି ଭୂତ କ’ଣ ଅନ୍ଧକୁ ଦୃଷ୍ଟି ଦାନ କରିପାରନ୍ତା?” Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT21 ଅନ୍ୟମାନେ କହିଲେ, ଏହିସବୁ କଥା ତ ଭୂତ ଲାଗିଥିବା ବ୍ୟକ୍ତିର ନୁହେଁ; ଭୂତ କଅଣ ଅନ୍ଧବ୍ୟକ୍ତିର ଆଖି ଫିଟାଇପାରେ? Gade chapit la |