ଯୋହନ 1:20 - ପବିତ୍ର ବାଇବଲ20 ଯୋହନ ବିନା ଦ୍ବିଧାରେ କହିଲେ। ଯୋହନ ମୁକ୍ତ ଓ ସ୍ପଷ୍ଟ ଭାବେ ଲୋକମାନଙ୍କୁ ଏହି କଥା କହିଲେ, “ମୁଁ ଖ୍ରୀଷ୍ଟ ନୁହେଁ।” Gade chapit laପବିତ୍ର ବାଇବଲ (Re-edited) - (BSI)20 ସେ ସ୍ଵୀକାର କଲେ, ଅସ୍ଵୀକାର କଲେ ନାହିଁ; ସେ ସ୍ଵୀକାର କଲେ, ମୁଁ ଖ୍ରୀଷ୍ଟ ନୁହେଁ। Gade chapit laଓଡିଆ ବାଇବେଲ20 ସେ ସ୍ୱୀକାର କଲେ, ଅସ୍ୱୀକାର କଲେ ନାହିଁ; ସେ ସ୍ୱୀକାର କଲେ, ମୁଁ ଖ୍ରୀଷ୍ଟ ନୁହେଁ । Gade chapit laପବିତ୍ର ବାଇବଲ (CL) NT (BSI)20 ଏ କଥାର ଉତ୍ତର ଦେବାକୁ ଦ୍ୱିଧା ନ କରି ଯୋହନ ସ୍ପଷ୍ଟ ଭାବରେ ଜଣାଇଦେଲେ, “ମୁଁ ମସୀହ ନୁହେଁ।” Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT20 ସେ ସ୍ୱୀକାର କଲେ, ଅସ୍ୱୀକାର କଲେ ନାହିଁ; ସେ ସ୍ୱୀକାର କଲେ, ମୁଁ ଖ୍ରୀଷ୍ଟ ନୁହେଁ। Gade chapit la |