Biblia Todo Logo
Bib sou entènèt

- Piblisite -

ଯିଶାଇୟ 14:9 - ପବିତ୍ର ବାଇବଲ

9 ମୃତ୍ୟୁର ରାଷ୍ଟ୍ର ପାତାଳ ଉତ୍ତୋଳିତ ହୋଇପଡ଼ିବ କାରଣ ତୁମ୍ଭେ ଆସୁଛ। ପାତାଳ ସମସ୍ତ ଜୀବନ ଶକ୍ତିକୁ ଜାଗ୍ରତ କରିବେ। ସେହି ନେତାମାନେ ତୁମ୍ଭ ପାଇଁ କାମ କରିବେ। ସେମାନେ ସେହି ରାଜାମାନଙ୍କୁ ନୀଗ୍ଭବସ୍ଥା କରିବେ। ସେମାନେ ତୁମ୍ଭକୁ ସ୍ୱାଗତ କରିବା ପାଇଁ ସତର୍କ ରହିବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ତୁମ୍ଭ ଆଗମନ ସମୟରେ ତୁମ୍ଭ ସଙ୍ଗେ ସାକ୍ଷାତ କରିବା ପାଇଁ ଅଧଃସ୍ଥ ପାତାଳ ଚାଳିତ ହୁଏ; ତାହା ତୁମ୍ଭ ନିମନ୍ତେ ମୃତମାନଙ୍କୁ, ପୃଥିବୀର ପ୍ରଧାନମାନଙ୍କୁ ହିଁ ଜଗାଏ; ତାହା ଗୋଷ୍ଠୀବର୍ଗର ରାଜାସକଳକୁ ସେମାନଙ୍କ ସିଂହାସନରୁ ଉଠାଇଅଛି।

Gade chapit la Kopi

ଓଡିଆ ବାଇବେଲ

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ତୁମ୍ଭ ଆଗମନ ସମୟରେ ତୁମ୍ଭ ସଙ୍ଗେ ସାକ୍ଷାତ କରିବା ପାଇଁ ଅଧଃସ୍ଥ ପାତାଳ ଚାଳିତ ହୁଏ; ତାହା ତୁମ୍ଭ ନିମନ୍ତେ ମୃତମାନଙ୍କୁ, ପୃଥିବୀର ପ୍ରଧାନମାନଙ୍କୁ ହିଁ ଜଗାଏ; ତାହା ଗୋଷ୍ଠୀବର୍ଗର ରାଜାସକଳକୁ ସେମାନଙ୍କ ସିଂହାସନରୁ ଉଠାଇଅଛି।

Gade chapit la Kopi

ଯିଶାଇୟ 14:9
5 Referans Kwoze  

“ତୁମ୍ଭେମାନେ ବାବିଲରୁ ପଳାଅ ଓ କ‌‌ଲ୍‌‌ଦୀୟମାନଙ୍କ ଦେଶ ମଧ୍ୟରୁ ବାହାରି ଯାଅ। ଆଉ ପଲର ଅଗ୍ରଗାମୀ ଛାଗ ସ୍ୱରୂପ ହୁଅ।

ନୀଚସ୍ଥିତ ପାତାଳକୁ ତ୍ୟାଗ କରିବା ପାଇଁ ବୁଦ୍ଧିମାନ୍ ଲୋକଙ୍କ ନିମନ୍ତେ ଜୀବନର ପଥ ଊର୍ଦ୍ଧ୍ୱଗାମୀ।

ତା'ପରେ ସେମାନେ ମୃତ୍ୟୁବରଣ କରିବେ। ସିୟୋନ ମୃତ୍ୟୁର ସ୍ଥାନ ହେବ ଓ ସେ ଅଧିକରୁ ଅଧିକ ଲୋକ ଗିଳି ପକାଇବ। ସେହି ମୃତ୍ୟୁର ସ୍ଥାନ ତା'ର ଅପରିମିତ ମୁଖ ବିସ୍ତାର କରିବ, ମୂଲ୍ୟବାନ ଲୋକ, ସାଧାରଣ ଲୋକ ଏବଂ ଖୁସୀମିଜାସିଆଲୋକ ତା’ ଦ୍ୱାରା ଜାଲରେ ଧରା ପଡ଼ିବେ।”

ମୁଁ ତୁମ୍ଭକୁ ମୃତ ଲୋକମାନଙ୍କର ଗଭୀର ଗର୍ତ୍ତ ମଧ୍ୟକୁ ପଠାଇବି। ତୁମ୍ଭେ ମୃତ୍ୟୁର ଭାଗୀଦାର ହେବ। ପୃଥିବୀର ନିମ୍ନଭାଗରେ ଥିବା ବୃଦ୍ଧଙ୍କ ପରି ଶୂନ୍ୟ ସହରଗୁଡ଼ିକର ଲୋକମାନଙ୍କ ମଧ୍ୟରେ ଯିଏ କବର ତଳକୁ ଯାଏ, ମୁଁ ତୁମ୍ଭମାନଙ୍କୁ ବାସ କରାଇବି। ତୁମ୍ଭ ସହିତ କେହି ବାସ କରିବେ ନାହିଁ। ତୁମ୍ଭେ ଜୀବିତମାନଙ୍କର ଭୂମିକୁ କେବେ ଫେରିବ ନାହିଁ।

Swiv nou:

Piblisite

Piblisite