Biblia Todo Logo
Bib sou entènèt

- Piblisite -




ଯିଶାଇୟ 13:15 - ପବିତ୍ର ବାଇବଲ

15 ମାତ୍ର ଶତ୍ରୁଗଣ ବାବିଲନୀୟଙ୍କ ପଶ୍ଚା‌‌‌ତ୍‌‌‌ଧାବନ କରିବେ ଓ ଯେତେବେଳେ ସେମାନଙ୍କୁ ଧରିବେ ‌‌ଖ‌ଡ଼୍‌ଗରେ ସେମାନଙ୍କୁ ହତ୍ୟା କରିବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

15 ଯେ ପ୍ରତ୍ୟେକ ଲୋକର ଉଦ୍ଦେଶ୍ୟ ମିଳିବ, ସେ ଅସ୍ତ୍ରବିଦ୍ଧ ହେବ ଓ ଯେ ପ୍ରତ୍ୟେକ ଲୋକ ଧରା ଯିବ, ସେ ଖଡ଼୍‍ଗରେ ପତିତ ହେବ।

Gade chapit la Kopi

ଓଡିଆ ବାଇବେଲ

15 ଯେ କୌଣସି ଲୋକର ଉଦ୍ଦେଶ୍ୟ ମିଳିବ, ତାହାକୁ ଅସ୍ତ୍ରବିଦ୍ଧ ହେବ ଓ ଯେ କୌଣସି ଲୋକକୁ ଧରା ଯିବ, ସେ ଖଡ୍ଗରେ ପତିତ ହେବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

15 ଯେକୌଣସି ଲୋକର ଉଦ୍ଦେଶ୍ୟ ମିଳିବ, ତାହାକୁ ଅସ୍ତ୍ରବିଦ୍ଧ ହେବ ଓ ଯେକୌଣସି ଲୋକକୁ ଧରାଯିବ, ସେ ଖଡ୍ଗରେ ପତିତ ହେବ।

Gade chapit la Kopi




ଯିଶାଇୟ 13:15
8 Referans Kwoze  

ତାହାର ବୃଷଭ ସବୁକୁ ବଧ କର। ସେସବୁ ବଧ ସ୍ଥାନକୁ ଯାଆନ୍ତୁ। ସେମାନେ ସନ୍ତାପର ପାତ୍ର, କାରଣ ସେମାନଙ୍କର ଦିନ ଓ ପ୍ରତିଫଳର ସମୟ ଉପସ୍ଥିତ ହେଲା।


ସଦାପ୍ରଭୁ ଆପଣା ଅସ୍ତ୍ରାଗାର ଫିଟାଇ ଆପଣା କ୍ରୋଧରୂପ ଅସ୍ତ୍ରସବୁ ବାହାର କରି ଆଣିଛନ୍ତି। କାରଣ ସୈନ୍ୟାଧିପତି ସଦାପ୍ରଭୁଙ୍କର କ‌‌ଲ୍‌‌ଦୀୟମାନଙ୍କ ଦେଶରେ ସେମାନଙ୍କ ପାଇଁ କିଛି କରିବାର ଅଛି।


କାରଣ ସେମାନେ ଉନ୍ମୁକ୍ତ ତରବାରିରୁ, ଗୁଣଦିଆ ଧନୁରୁ ଓ କ୍ଳେଶଦାୟକ ଯୁଦ୍ଧରୁ ରକ୍ଷା ପାଇବାକୁ ପଳାୟନ କଲେ।


ଆଉ ଆମ୍ଭେ ତୁମ୍ଭ ମାଧ୍ୟମରେ ପୁରୁଷ ଓ ସ୍ତ୍ରୀ, ବୃଦ୍ଧ ଓ ବାଳକ ଏବଂ ଯୁବକ ଓ ଯୁବତୀକୁ ଚୂର୍ଣ୍ଣ କରିବା।


Swiv nou:

Piblisite


Piblisite