Biblia Todo Logo
Bib sou entènèt

- Piblisite -




ଆଦି ପୁସ୍ତକ 11:25 - ପବିତ୍ର ବାଇବଲ

25 ତେରହର ଜନ୍ମ ପରେ ନାହୋର 119 ବର୍ଷ ବଞ୍ଚିଲା। ସେହି ସମୟରେ ତା'ଠାରୁ ଅନ୍ୟ ପୁତ୍ରକନ୍ୟାମାନେ ଜନ୍ମ ହେଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

25 ତେରହର ଜନ୍ମ ଉତ୍ତାରେ ନାହୋର ଶହେ ଊଣାଇଶ ବର୍ଷ ବଞ୍ଚି ଆଉ ପୁତ୍ରକନ୍ୟା ଜାତ କଲା।

Gade chapit la Kopi

ଓଡିଆ ବାଇବେଲ

25 ତେରହର ଜନ୍ମ ଉତ୍ତାରେ ନାହୋର ଶହେ ଊଣାଇଶ ବର୍ଷ ବଞ୍ଚି ଆଉ ପୁତ୍ରକନ୍ୟା ଜାତ କଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

25 ତେରହର ଜନ୍ମ ଉତ୍ତାରେ ନାହୋର ଶହେ ଊଣେଇଶ ବର୍ଷ ବଞ୍ଚି ଆଉ ପୁତ୍ରକନ୍ୟା ଜାତ କଲା।

Gade chapit la Kopi




ଆଦି ପୁସ୍ତକ 11:25
4 Referans Kwoze  

ନାହୋର ଅଣତିରିଶ୍ ବର୍ଷ ବୟସରେ ତେରହକୁ ଜନ୍ମ ଦେଲା।


ତେରହର ସତୁରି ବର୍ଷ ବୟସରେ ତା'ର ପୁତ୍ର ଅବ୍ରାମ, ନାହୋର ଓ ହାରଣ ଜନ୍ମ ହେଲେ।


ମୋର ଜନ୍ମସ୍ଥାନକୁ ଯାଅ ଇ‌ସ୍‌ହାକ ପାଇଁ ଏକ ପତ୍ନୀ ଧରି ଆସ।”


ଏବଂ ସେମାନଙ୍କୁ କୁହ, ‘ସଦାପ୍ରଭୁ, ମୋର ପ୍ରଭୁ ଯିରୁଶାଲମକୁ ଏହି କଥା କହନ୍ତି, ତୁମ୍ଭର ଉତ୍ପତ୍ତି ଜନ୍ମସ୍ଥାନ କିଣାନୀୟ ଦେଶ ଅଟେ। ତୁମ୍ଭର ପିତା ଇମୋରୀୟ ଓ ମାତା ଜଣେ ହିତ୍ତୀୟା ଥିଲେ।


Swiv nou:

Piblisite


Piblisite