Biblia Todo Logo
Bib sou entènèt

- Piblisite -




ଆଦି ପୁସ୍ତକ 11:16 - ପବିତ୍ର ବାଇବଲ

16 ଏବରକୁ 34 ବର୍ଷ ପରେ ତା'ର ଏକ ପୁତ୍ର ଜନ୍ମିଲା ଯାହାର ନାମ ପେଲଗ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

16 ପୁଣି ଏବର ଚୌତ୍ରିଶ ବର୍ଷ ବୟସରେ ପେଲଗକୁ ଜାତ କଲା।

Gade chapit la Kopi

ଓଡିଆ ବାଇବେଲ

16 ପୁଣି, ଏବର ଚୌତ୍ରିଶି ବର୍ଷ ବୟସରେ ପେଲଗ୍‌କୁ ଜାତ କଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 ପୁଣି, ଏବର ଚୌତ୍ରିଶ ବର୍ଷ ବୟସରେ ପେଲଗ୍‌କୁ ଜାତ କଲା।

Gade chapit la Kopi




ଆଦି ପୁସ୍ତକ 11:16
7 Referans Kwoze  

ନାହୋର ସରୂଗଙ୍କ ପୁତ୍ର। ସରୂଗ ରଗୁଙ୍କ ପୁତ୍ର। ରଗୁ ଫେଲଗଙ୍କ ପୁତ୍ର। ଫେଲଗ ଏବରଙ୍କ ପୁତ୍ର। ଏବର ଶେଲହଙ୍କ ପୁତ୍ର।


ଏବରର ଦୁଇ ପୁତ୍ର ଥିଲେ। ଜଣକର ନାମ ଥିଲା ପେଲଗ୍; କାରଣ ତାହାର ଜନ୍ମ ସମୟରେ ପୃଥିବୀର ଲୋକମାନଙ୍କ ମଧ୍ୟରେ ଭାଷାର ପ୍ରଭେଦ ଜନ୍ମିତ ଥିଲା। ଯକ୍ତନ୍ ପେଲ‌ଗ୍‌ଙ୍କର ଭ୍ରାତା ଥିଲେ।


ମାତ୍ର କୀତ୍ତୀମ-ତୀରରୁ ଜାହାଜମାନ ଆସିବ ଓ ସେମାନେ ଅଶୂରକୁ ଓ ଏବରକୁ ପରାସ୍ତ କରିବେ। କିନ୍ତୁ ଏହି ଜାହାଜଗୁଡ଼ିକ ମଧ୍ୟ ଧ୍ୱଂସ ହେବେ।”


ଏହି ଏବରର ଦୁଇ ପୁତ୍ର, ପ୍ରଥମର ନାମ ପେଲଗ୍, କାରଣ ସେହି ସମୟରେ ପୃଥିବୀ ବିଭକ୍ତ ହେଲା। ତାହାର ଭ୍ରାତାର ନାମ ଯକ୍ତନ।


ଯେଫତର ବଡ଼ଭାଇ ଶେମଙ୍କର ମଧ୍ୟ ସନ୍ତାନସନ୍ତତି ଥିଲେ, ସେହି ଏବର ଯେଫତର ବଡ଼ଭାଇ ହିବ୍ରୁ ବଂଶଧରମାନଙ୍କ ଆଦିପୁରୁଷ ଥିଲା।


ଏବର ଜନ୍ମ ହେବାପରେ ଶେଲହ 403 ବର୍ଷ ବଞ୍ଚିଲା। ସେହି ସମୟ ମଧ୍ୟରେ ସେ ପୁତ୍ରକନ୍ୟାଙ୍କୁ ଜନ୍ମ ଦେଲେ।


ପେଲଗର ଜନ୍ମ ପରେ, ଏବର 430 ବର୍ଷ ବଞ୍ଚିଲା। ସେହି ସମୟ ମଧ୍ୟରେ ତା'ର ଅନ୍ୟ ସନ୍ତାନସନ୍ତତିମାନେ ଜନ୍ମ ନେଲେ।


Swiv nou:

Piblisite


Piblisite