Biblia Todo Logo
Bib sou entènèt

- Piblisite -




ଏଜ୍ରା 10:25 - ପବିତ୍ର ବାଇବଲ

25 ଇସ୍ରାଏଲ ମଧ୍ୟରେ ପରିୟୋଶର ବଂଶଧରମାନଙ୍କ ମଧ୍ୟରୁ ରମିୟ ଓ ଯିଷିୟ, ମ‌‌‌‌ଲ୍‌‌‌‌‌‌‌କିୟ, ମିୟାମୀନ୍, ଇଲିୟାସର, ମ‌‌‌‌ଲ୍‌‌‌‌‌‌‌କିୟ ଓ ବନାୟ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

25 ଇସ୍ରାଏଲ ମଧ୍ୟରେ ପରିୟୋଶର ସନ୍ତାନମାନଙ୍କ ମଧ୍ୟରୁ ରମୀୟ ଓ ଯିଷୀୟ ଓ ମଲ୍‍କୀୟ ଓ ମିୟାମୀନ୍ ଓ ଇଲିୟାସର ଓ ମଲ୍‍କୀୟ ଓ ବନାୟ।

Gade chapit la Kopi

ଓଡିଆ ବାଇବେଲ

25 ଇସ୍ରାଏଲ ମଧ୍ୟରେ ପରିୟୋଶର ସନ୍ତାନମାନଙ୍କ ମଧ୍ୟରୁ ରମୀୟ, ଯିଷୀୟ, ମଲ୍‍କୀୟ, ମିୟାମୀନ୍‍, ଇଲୀୟାସର, ମଲ୍‍କୀୟ ଓ ବନାୟ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

25 ଇସ୍ରାଏଲ ମଧ୍ୟରେ ପରିୟୋଶର ସନ୍ତାନମାନଙ୍କ ମଧ୍ୟରୁ ରମୀୟ, ଯିଷୀୟ, ମଲ୍‍କୀୟ, ମିୟାମୀନ୍‍, ଇଲୀୟାସର, ମଲ୍‍କୀୟ ଓ ବନାୟ।

Gade chapit la Kopi




ଏଜ୍ରା 10:25
5 Referans Kwoze  

ପରିୟୋଶର ବଂଶଧର 2,172 ଜଣ।


ପରିୟୋଶର ବଂଶଧର 2,172 ଜଣ।


ଶଖନିୟର ଭବିଷ୍ୟଦ୍ ବଂଶଧରମାନଙ୍କ ମଧ୍ୟରୁ, ପରିୟୋଶର ଭବିଷ୍ୟଦ୍ ବଂଶଧରମାନଙ୍କ ମଧ୍ୟରୁ ଜିଖରିୟ ଏବଂ 150 ଜଣ ପୁରୁଷ ତାଙ୍କ ସହିତ ପଞ୍ଜିକୃତ ହୋଇଥିଲେ।


ଗାୟକମାନଙ୍କ ମଧ୍ୟରୁ ଇଲୀୟାଶୀବ୍, ଦ୍ୱାରପାଳକମାନଙ୍କ ମଧ୍ୟରୁ ଶଲ୍ଲୁମ୍ ଓ ଟେଲମ୍ ଓ ଊରି।


ଏଲମର ବଂଶଧରଗଣ ମଧ୍ୟରୁ ମତ୍ତନିୟ, ଜିଖରିୟ, ଯିହୀୟେଲ, ଅବ୍ଦି, ଯିରେମୋତ୍ ଓ ଏଲିୟ।


Swiv nou:

Piblisite


Piblisite