Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 39:16 - ପବିତ୍ର ବାଇବଲ

16 ଦୁଇ ସ୍ୱର୍ଣ୍ଣଧାର ଓ ଦୁଇ ସ୍ୱର୍ଣ୍ଣକଡ଼ା ନିର୍ମାଣ କରି ବିଗ୍ଭରାର୍ଥକ ବୁକୁପଟାର ଦୁଇ ପ୍ରାନ୍ତରେ ସେହି ଦୁଇ କଡ଼ା ଲାଗାଇଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

16 ଦୁଇ ସ୍ଵର୍ଣ୍ଣାଧାରା ଓ ଦୁଇ ସ୍ଵର୍ଣ୍ଣକଡ଼ା ନିର୍ମାଣ କରି ବୁକୁପଟାର ଦୁଇ ପ୍ରାନ୍ତରେ ସେହି ଦୁଇ କଡ଼ା ଲଗାଇଲେ।

Gade chapit la Kopi

ଓଡିଆ ବାଇବେଲ

16 ଦୁଇ ସ୍ୱର୍ଣ୍ଣାଧାରା ଓ ଦୁଇ ସ୍ୱର୍ଣ୍ଣକଡ଼ା ନିର୍ମାଣ କରି ବୁକୁପଟାର ଦୁଇ ପ୍ରାନ୍ତରେ ସେହି ଦୁଇ କଡ଼ା ଲଗାଇଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 ଦୁଇ ସ୍ୱର୍ଣ୍ଣାଧାରା ଓ ଦୁଇ ସ୍ୱର୍ଣ୍ଣକଡ଼ା ନିର୍ମାଣ କରି ବୁକୁପଟାର ଦୁଇ ପ୍ରାନ୍ତରେ ସେହି ଦୁଇ କଡ଼ା ଲଗାଇଲେ।

Gade chapit la Kopi




ଯାତ୍ରା ପୁସ୍ତକ 39:16
5 Referans Kwoze  

ଏଥିନିମନ୍ତେ ଗ୍ଭରି କୋଣରେ ଗ୍ଭରୋଟି ସୁବର୍ଣ୍ଣର କଡ଼ା ଲଗାଅ। ପ୍ରତ୍ୟେକ ପାଖରେ ଦୁଇଟି କଡ଼ା ଲଗାଅ।


ଶିଳ୍ପ କର୍ମରେ ମୁଦ୍ରା ଖୋଳିବା ନ୍ୟାୟ ସେହି ଦୁଇ ମଣି ଉପରେ ଇସ୍ରାଏଲ ପୁତ୍ରଗଣର ନାମ ଖୋଳିବ। ପୁଣି ତାହା ଦୁଇ ସ୍ୱର୍ଣ୍ଣ ଧାରରେ ବନ୍ଦ କରିବ।


ଶୁଦ୍ଧ ସୁବର୍ଣ୍ଣରେ ଏହି ପଥର ଏଫୋଦର ରହିବ।


ତା'ପରେ ସେମାନେ ଶୁଦ୍ଧ ସୁବର୍ଣ୍ଣରେ ହାର ତିଆରି କଲେ ଏବଂ ବିଗ୍ଭରାର୍ଥକ ବୁକୁପଟା ପାଇଁ ରଜ୍ଜୁ ପରି ଯୋଡ଼ିଲେ।


ସେମାନେ ବିଗ୍ଭରାର୍ଥକ ବୁକୁପଟାର ଶେଷ ଭାଗରେ ଦୁଇଟି ସୁବର୍ଣ୍ଣର ଦୁଇଟି କଡ଼ା ପାଇଁ ଦୁଇଟି ସୁବର୍ଣ୍ଣର ଜଞ୍ଜିର ତିଆରି କଲେ।


Swiv nou:

Piblisite


Piblisite