ଉପଦେଶକ 10:2 - ପବିତ୍ର ବାଇବଲ2 ଜଣେ ଜ୍ଞାନୀର ହୃଦୟ ତାକୁ ଠିକ୍ ପଥରେ ଆଗେଇ ନିଏ, କିନ୍ତୁ ଜଣେ ମୂର୍ଖର ହୃଦୟ ତାକୁ ଭୁଲ୍ ବାଟରେ ଆଗେଇ ନିଏ। Gade chapit laପବିତ୍ର ବାଇବଲ (Re-edited) - (BSI)2 ଜ୍ଞାନୀର ହୃଦୟ ତାହାର ଦକ୍ଷିଣରେ; ମାତ୍ର ମୂର୍ଖର ହୃଦୟ ତାହାର ବାମରେ ଥାଏ। Gade chapit laଓଡିଆ ବାଇବେଲ2 ଜ୍ଞାନୀର ହୃଦୟ ତାହାକୁ ସଠିକ୍ ପଥରେ ନିଏ; ମାତ୍ର ମୂର୍ଖର ହୃଦୟ ତାହାକୁ ଭୁଲ୍ ପଥରେ ନିଏ। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT2 ଜ୍ଞାନୀର ହୃଦୟ ତାହାକୁ ସଠିକ୍ ପଥରେ ନିଏ; ମାତ୍ର ମୂର୍ଖର ହୃଦୟ ତାହାକୁ ଭୁଲ୍ ପଥରେ ନିଏ। Gade chapit la |