1 ଶାମୁୟେଲ 10:12 - ପବିତ୍ର ବାଇବଲ12 ତହିଁରେ ସେହି ସ୍ଥାନସ୍ଥ ଜଣେ ଉତ୍ତର କରି କହିଲେ, “ଆଚ୍ଛା! ଏହା ଜଣାଯାଏ ଶାଉଲ ଜଣେ ଭବିଷ୍ୟଦ୍ବକ୍ତାମାନଙ୍କର ନେତା” ଏହେତୁ “ଶାଉଲ କି ଭବିଷ୍ୟଦ୍ବକ୍ତାମାନଙ୍କ ମଧ୍ୟରେ ଜଣେ” ଏହି କଥା ଏକ ବଡ଼ ପ୍ରବାଦ ହୋଇ ଉଠିଲା। Gade chapit laପବିତ୍ର ବାଇବଲ (Re-edited) - (BSI)12 ତହିଁରେ ସେହି ସ୍ଥାନର ଜଣେ ଉତ୍ତର କରି କହିଲା, ଆଚ୍ଛା, ସେମାନଙ୍କ ପିତା କିଏ? ଏହିହେତୁ ‘ଶାଉଲ କି ଭବିଷ୍ୟଦ୍ବକ୍ତାମାନଙ୍କ ମଧ୍ୟରେ ଜଣେʼ ଏହି କଥା ଏକ ପ୍ରବାଦ ହୋଇ ଉଠିଲା। Gade chapit laଓଡିଆ ବାଇବେଲ12 ତହିଁରେ ସେହି ସ୍ଥାନର ଜଣେ ଉତ୍ତର କରି କହିଲା, ଆଚ୍ଛା, ସେମାନଙ୍କ ପିତା କିଏ ? ଏହିହେତୁ ‘ଶାଉଲ କି ଭବିଷ୍ୟଦ୍ବକ୍ତାମାନଙ୍କ ମଧ୍ୟରେ ଜଣେ’ ଏହି କଥା ଏକ ପ୍ରବାଦ ହୋଇ ଉଠିଲା। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT12 ତହିଁରେ ସେହି ସ୍ଥାନର ଜଣେ ଉତ୍ତର କରି କହିଲା, “ଆଚ୍ଛା, ସେମାନଙ୍କ ପିତା କିଏ?” ଏହେତୁ “ଶାଉଲ କି ଭବିଷ୍ୟଦ୍ବକ୍ତାମାନଙ୍କ ମଧ୍ୟରେ ଜଣେ” ଏହି କଥା ଏକ ପ୍ରବାଦ ହୋଇ ଉଠିଲା। Gade chapit la |