Biblia Todo Logo
Bib sou entènèt

- Piblisite -




1 ବଂଶାବଳୀ 8:1 - ପବିତ୍ର ବାଇବଲ

1 ବିନ୍ୟାମୀନ ବେଲାଙ୍କ ପିତା ଥିଲେ। ବେଲା ବିନ୍ୟାମୀନଙ୍କ ପ୍ରଥମଜାତ ପୁତ୍ର ଥିଲେ। ଅସବେଲ୍ ବିନ୍ୟାମୀନଙ୍କ ଦ୍ୱିତୀୟ ପୁତ୍ର ଥିଲେ। ଅହର୍ଦ ବିନ୍ୟାମୀନଙ୍କ ତୃତୀୟ ପୁତ୍ର ଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ବିନ୍ୟାମୀନ ଆପଣା ଜ୍ୟେଷ୍ଠ ବେଲା, ଦ୍ଵିତୀୟ ଅସ୍ବେଲ ଓ ତୃତୀୟ ଅହର୍ହ;

Gade chapit la Kopi

ଓଡିଆ ବାଇବେଲ

1 ବିନ୍ୟାମୀନ୍ ଆପଣା ଜ୍ୟେଷ୍ଠ ବେଲା, ଦ୍ୱିତୀୟ ଅସ୍‍ବେଲ ଓ ତୃତୀୟ ଅହର୍ହ;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ବିନ୍ୟାମୀନ୍ ଆପଣା ଜ୍ୟେଷ୍ଠ ବେଲା, ଦ୍ୱିତୀୟ ଅସ୍‍ବେଲ ଓ ତୃତୀୟ ଅହର୍ହ;

Gade chapit la Kopi




1 ବଂଶାବଳୀ 8:1
5 Referans Kwoze  

ବିନ୍ୟାମୀନର ପୁତ୍ରମାନେ ଥିଲେ, ବେଲା, ବେଖର, ଅସବେଲ, ଗେରା, ନାମନ, ଏହୀ, ରୋଶ, ମୁ‌ପ୍‌ପୀମ, ହୁ‌ପ୍‌ପୀମ ଓ ଅର୍ଦ।


ବିନ୍ୟାମୀନର ପରିବାରବର୍ଗ ହେଲେ: ବେଲାଠାରୁ ବେଲାୟୀୟ ଗୋଷ୍ଠୀ; ଅସବେଲଠାରୁ ଅସବେଲୀୟ ଗୋଷ୍ଠୀ ଏବଂ ଅହୀରାମଠାରୁ ଅହୀରାମୀୟ ଗୋଷ୍ଠୀ।


ଏହି ବ୍ୟକ୍ତିମାନେ ଆଶେରଙ୍କ ବଂଶଧର ଥିଲେ। ସେମାନେ ସେମାନଙ୍କ ପରିବାରର ମୁଖ୍ୟ ଥିଲେ। ସେମାନେ ସର୍ବୋତ୍ତମ ବ୍ୟକ୍ତି ଥିଲେ। ସେମାନେ ସମସ୍ତେ ଯୋଦ୍ଧା ଓ ମହାନ ନେତାଗଣ ଥିଲେ। ସେମାନଙ୍କ ପରିବାରର ଇତିହାସ ଜଣାଏ ଯେ, 26,000 ସୈନ୍ୟ ଯୁଦ୍ଧ ନିମନ୍ତେ ପ୍ରସ୍ତୁତ ହୋଇ ରହିଥିଲେ।


ନୋହ ବିନ୍ୟାମୀନଙ୍କ ଚତୁର୍ଥ ପୁତ୍ର ଥିଲେ। ଏବଂ ରାଫା ବିନ୍ୟାମୀନଙ୍କ ପଞ୍ଚମ ପୁତ୍ର ଥିଲେ।


Swiv nou:

Piblisite


Piblisite