Biblia Todo Logo
Bib sou entènèt

- Piblisite -




1 ବଂଶାବଳୀ 4:39 - ପବିତ୍ର ବାଇବଲ

39 ସେମାନେ ଉପତ୍ୟକାର ପୂର୍ବ ପାର୍ଶ୍ୱସ୍ଥ ଗଦୋର ସହରର ବର୍ହିଦେଶରେ ଥିବା ସ୍ଥାନକୁ ଗମନ କଲେ। ସେମାନେ ନିଜର ପଶୁ ଓ ମେଷ ପଲ ନିମନ୍ତେ ଗ୍ଭରଣଭୂମି ଖୋଜିବାକୁ ସେହି ସ୍ଥାନକୁ ଗଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

39 ପୁଣି, ସେମାନେ ଆପଣାମାନଙ୍କ ପଶୁପଲ ପାଇଁ ଚରାସ୍ଥାନ ଅନ୍ଵେଷଣ କରିବାକୁ ଗଦୋରର ପ୍ରବେଶ-ସ୍ଥାନ, ଅର୍ଥାତ୍, ଉପତ୍ୟକାର ପୂର୍ବ ପାର୍ଶ୍ଵ ପର୍ଯ୍ୟନ୍ତ ଗଲେ।

Gade chapit la Kopi

ଓଡିଆ ବାଇବେଲ

39 ପୁଣି, ସେମାନେ ଆପଣାମାନଙ୍କ ପଶୁପଲ ପାଇଁ ଚରାସ୍ଥାନ ଅନ୍ୱେଷଣ କରିବାକୁ ଗଦୋରର ପ୍ରବେଶ-ସ୍ଥାନ, ଅର୍ଥାତ୍‍, ଉପତ୍ୟକାର ପୂର୍ବ ପାର୍ଶ୍ୱ ପର୍ଯ୍ୟନ୍ତ ଗଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

39 ପୁଣି, ସେମାନେ ଆପଣାମାନଙ୍କ ପଶୁପଲ ପାଇଁ ଚରାସ୍ଥାନ ଅନ୍ୱେଷଣ କରିବାକୁ ଗଦୋରର ପ୍ରବେଶ ସ୍ଥାନ, ଅର୍ଥାତ୍‍, ଉପତ୍ୟକାର ପୂର୍ବ ପାର୍ଶ୍ୱ ପର୍ଯ୍ୟନ୍ତ ଗଲେ।

Gade chapit la Kopi




1 ବଂଶାବଳୀ 4:39
7 Referans Kwoze  

ପନୂୟେଲ୍ ଗାଦୋରଙ୍କ ପିତା ଥିଲେ ଏବଂ ଏସର ହୁଶରଙ୍କ ପିତା ଥିଲେ। ଏହି ସମସ୍ତେ ହୂରଙ୍କର ପୁତ୍ରଗଣ ଥିଲେ। ହୂର ଇଫ୍ରାଥଙ୍କର ପ୍ରଥମ ପୁତ୍ର ଥିଲେ ଏବଂ ଇଫ୍ରାଥା ବୈ‌ଥ୍‌ଲେହମର ପ୍ରତିଷ୍ଠାତା ଥିଲେ।


ଯିହୁଦାର ଲୋକମାନଙ୍କୁ ମଧ୍ୟ ଏ ସହରଗୁଡ଼ିକ ଦିଆ ଯାଇଥିଲା। ଯଥା: ହଲହୁଲ, ବୈ‌ଥ୍‌ସୁର, ଗଦୋର,


ଦବୀରର ରାଜା 1 ଗେଦରର ରାଜା 1


ସେମାନେ ସେଠାରେ ପ୍ରଚୁର ଘାସରେ ଭରା ଅତ୍ୟୁତ୍ତମ ଗ୍ଭରଣଭୂମି ପାଇଲେ। ସେଠାରେ ସେମାନେ ଅନେକ ଉତ୍ତମସ୍ଥାନ ମଧ୍ୟ ପାଇଲେ। ସେହି ସ୍ଥାନ ଅତ୍ୟନ୍ତ ଶାନ୍ତିପୂର୍ଣ୍ଣ ଓ ସୁଖପ୍ରଦ ଥିଲା। ଅତୀତରେ ହା‌‌ମଙ୍କ ବଂଶଧରମାନେ ସେଠାରେ ବାସ କରୁଥିଲେ।


ଗଦୋର ସହରର ଯିରୋହମଙ୍କ ପୁତ୍ର ଯୋୟେଲା ଓ ସବଦିୟ ସାହସୀ ଥିଲେ।


Swiv nou:

Piblisite


Piblisite