Biblia Todo Logo
Bib sou entènèt

- Piblisite -




1 ବଂଶାବଳୀ 26:22 - ପବିତ୍ର ବାଇବଲ

22 ଯିହୀୟେଲିଙ୍କ ପୁତ୍ରମାନେ ଥିଲେ ସେଥମ୍ ଓ ସେଥ‌ମଙ୍କ ଭ୍ରାତା ଯୋୟେଲ। ସଦାପ୍ରଭୁଙ୍କ ମନ୍ଦିରରେ ଥିବା ବହୁମୂଲ୍ୟ ସାମଗ୍ରୀଗୁଡ଼ିକର ରକ୍ଷଣାବେକ୍ଷଣ କରିବା ସେମାନଙ୍କର ଦାୟିତ୍ୱ ଥିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

22 ଯିହୀୟେଲି। ଯିହୀୟେଲିର ପୁତ୍ର ସେଥମ୍ ଓ ତାହାର ଭ୍ରାତା ଯୋୟେଲ ସଦାପ୍ରଭୁଙ୍କ ଗୃହର କୋଷାଧ୍ୟକ୍ଷ ଥିଲେ।

Gade chapit la Kopi

ଓଡିଆ ବାଇବେଲ

22 ଯିହୀୟେଲି। ଯିହୀୟେଲିର ପୁତ୍ର ସେଥମ୍‍ ଓ ତାହାର ଭ୍ରାତା ଯୋୟେଲ ସଦାପ୍ରଭୁଙ୍କ ଗୃହର କୋଷାଧ୍ୟକ୍ଷ ଥିଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

22 ଯିହୀୟେଲି। ଯିହୀୟେଲିର ପୁତ୍ର ସେଥମ୍‍ ଓ ତାହାର ଭ୍ରାତା ଯୋୟେଲ ସଦାପ୍ରଭୁଙ୍କ ଗୃହର କୋଷାଧ୍ୟକ୍ଷ ଥିଲେ।

Gade chapit la Kopi




1 ବଂଶାବଳୀ 26:22
6 Referans Kwoze  

ଲାଦନଙ୍କର ତିନିପୁତ୍ର ଥିଲେ। ତାଙ୍କର ଜ୍ୟେଷ୍ଠପୁତ୍ର ଥିଲେ ଯିହୀୟେଲ। ତାଙ୍କର ଅନ୍ୟ ପୁତ୍ରମାନେ ଥିଲେ, ଯିହୀୟେଲ, ସେଥମ୍ ଓ ଯୋୟେଲ।


ମାତ୍ର ଲେବୀୟମାନେ ଦଶମାଂଶ ଆଦାୟ କରିବା ସମୟରେ ହାରୋଣଙ୍କ ସନ୍ତାନ ଯାଜକ ଲେବୀୟମାନଙ୍କ ସଙ୍ଗେ ରହିବ। ଆଉ ଲେବୀୟମାନେ ପରମେଶ୍ୱରଙ୍କ ମନ୍ଦିରସ୍ଥିତ ଭଣ୍ତାର ଗୃହକୁ ଦଶମାଂଶର ଦଶମାଂଶ ଆଣିବେ।


ଯେଉଁ ଲୋକମାନଙ୍କ ନିକଟରେ ବହୁମୂଲ୍ୟ ପ୍ରସ୍ତରମାନ ଥିଲା, ସେମାନେ ତାହା ସଦାପ୍ରଭୁଙ୍କ ମନ୍ଦିର ନିମନ୍ତେ ଦେଲେ। ଯିହୀୟେଲ ସେହି ବହୁମୂଲ୍ୟ ପ୍ରସ୍ତରଗୁଡ଼ିକର ଯତ୍ନ ନେଲେ। ଯିହୀୟେଲ ଗେର୍ଶୋନ୍ ପରିବାରରୁ ଆସିଥିଲେ।


ଅହିୟ ଲେବୀୟ ଗୋଷ୍ଠୀରୁ ଆସିଥିଲେ। ଅହିୟ ପରମେଶ୍ୱରଙ୍କ ମନ୍ଦିରରେ ଥିବା ବହୁମୂଲ୍ୟ ସାମଗ୍ରୀଗୁଡ଼ିକର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିଲେ। ଯେଉଁ ସ୍ଥାନମାନଙ୍କରେ ପବିତ୍ର ସାମଗ୍ରୀଗୁଡ଼ିକ ରଖାଯାଇଥିଲା। ଅହିୟ ତାହାର ଦାୟିତ୍ୱରେ ମଧ୍ୟ ଥିଲେ।


ଲାଦନ୍ ଗେର୍ଶୋନଙ୍କର ପରିବାରରୁ ଆସିଥିଲେ। ଯେହିୟେଲି ଲାଦ‌ନଙ୍କ ପରିବାରବର୍ଗର ନେତାମାନଙ୍କ ମଧ୍ୟରୁ ଜଣେ ଥିଲେ।


ଅନ୍ୟ ନେତାମାନେ ଅମ୍ରାମୀ, ଯି‌ଷ୍‌ହରୀୟ, ହିବ୍ରୋଣୀୟ ଓ ଉଷିୟେଲଙ୍କ ପରିବାରବର୍ଗରୁ ମନୋନୀତ ହୋଇଥିଲେ।


Swiv nou:

Piblisite


Piblisite