1 ବଂଶାବଳୀ 26:11 - ପବିତ୍ର ବାଇବଲ11 ହିଲ୍କିୟ ତାଙ୍କର ଦ୍ୱିତୀୟ ପୁତ୍ର ଥିଲେ। ଟବଲିୟ ତାଙ୍କର ତୃତୀୟ ପୁତ୍ର ଥିଲେ। ଆଉ ଯିଖରିୟ ତାଙ୍କର ଚତୁର୍ଥ ପୁତ୍ର ଥିଲେ। ସର୍ବମୋଟ, ହୋଷାଙ୍କର 13 ଜଣ ପୁତ୍ର ଓ ଆତ୍ମୀୟ ଥିଲେ। Gade chapit laପବିତ୍ର ବାଇବଲ (Re-edited) - (BSI)11 ଦ୍ଵିତୀୟ ହିଲ୍କୀୟ, ତୃତୀୟ ଟବଲୀୟ, ଚତୁର୍ଥ ଜିଖରୀୟ; ହୋଷାର ପୁତ୍ର ଓ ଭ୍ରାତୃଗଣ ସର୍ବସୁଦ୍ଧା ତେର ଜଣ ଥିଲେ। Gade chapit laଓଡିଆ ବାଇବେଲ11 ଦ୍ୱିତୀୟ ହିଲ୍କୀୟ, ତୃତୀୟ ଟବଲିୟ, ଚତୁର୍ଥ ଜିଖରୀୟ; ହୋଷାର ପୁତ୍ର ଓ ଭ୍ରାତୃଗଣ ସର୍ବସୁଦ୍ଧା ତେର ଜଣ ଥିଲେ। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT11 ଦ୍ୱିତୀୟ ହିଲ୍କୀୟ, ତୃତୀୟ ଟବଲିୟ, ଚତୁର୍ଥ ଜିଖରୀୟ; ହୋଷାର ପୁତ୍ର ଓ ଭ୍ରାତୃଗଣ ସର୍ବସୁଦ୍ଧା ତେର ଜଣ ଥିଲେ। Gade chapit la |