Biblia Todo Logo
Bib sou entènèt

- Piblisite -




1 ବଂଶାବଳୀ 2:11 - ପବିତ୍ର ବାଇବଲ

11 ନହଶୋନ ସ‌‌ଲ୍‌‌ମାଙ୍କର ପିତା ଥିଲେ। ସ‌‌ଲ୍‌‌ମା ବୋୟାଜଙ୍କ ପିତା ଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ଆଉ ନହଶୋନ୍ ସଲ୍ମାକୁ ଜାତ କଲା ଓ ସଲ୍ମା ବୋୟଜକୁ ଜାତ କଲା;

Gade chapit la Kopi

ଓଡିଆ ବାଇବେଲ

11 ଆଉ ନହଶୋନ୍‍ ସଲ୍‍ମାକୁ ଜାତ କଲା ଓ ସଲ୍‍ମା ବୋୟଜକୁ ଜାତ କଲା;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ଆଉ ନହଶୋନ ସଲ୍ମାକୁ ଜାତ କଲା ଓ ସଲ୍ମା ବୋୟଜକୁ ଜାତ କଲା;

Gade chapit la Kopi




1 ବଂଶାବଳୀ 2:11
6 Referans Kwoze  

ସ‌ଲ୍‌ମୋନର ପୁତ୍ର ବୋୟାଜ ଓ ବୋୟାଜର ପୁତ୍ର ଓବେଦ,


ଦାଉଦ ଯିଶୟଙ୍କ ପୁତ୍ର। ଯିଶୟ ଓବେଦଙ୍କ ପୁତ୍ର। ଓବେଦ ବୋୟଜଙ୍କ ପୁତ୍ର। ବୋୟଜ ଶେଲହଙ୍କ ପୁତ୍ର। ଶେଲହ ନହଶୋନଙ୍କ ପୁତ୍ର।


ରାମ୍ ଅମ୍ମୀନାଦବଙ୍କର ପିତା ଥିଲେ ଓ ଅମ୍ମୀନାଦବ ଯିହୁଦାର ପରିବାରବର୍ଗର ମୁଖ୍ୟ ନହଶୋନଙ୍କର ପିତା ଥିଲେ।


ବୋୟାଜ ଓବେଦଙ୍କର ପିତା ଥିଲେ। ଓବେଦ ଯିଶୀଙ୍କର ପିତା ଥିଲେ।


ଏହା ପରେ ବୋୟାଜ ତା'ର ଦାସକୁ ପଗ୍ଭରିଲା, ଯିଏ କି ଶ୍ରମିକମାନଙ୍କର ଖବର ବୁଝୁଥିଲା, “ସେ କାହାର ଝିଅ?”


Swiv nou:

Piblisite


Piblisite