1 ବଂଶାବଳୀ 1:7 - ପବିତ୍ର ବାଇବଲ7 ଯବନର ପୁତ୍ରମାନେ ଥିଲେ ଇଲୀଶା, ତର୍ଶୀଶ୍, କିତ୍ତୀମ୍ ଓ ରୋଦାନିମ୍। Gade chapit laପବିତ୍ର ବାଇବଲ (Re-edited) - (BSI)7 ଆଉ, ଯବନର ସନ୍ତାନ ଇଲୀଶା ଓ ତର୍ଶୀଶ୍ ଓ କିତ୍ତୀମ୍ ଓ ରୋଦାନିମ୍। Gade chapit laଓଡିଆ ବାଇବେଲ7 ଆଉ, ଯବନର ସନ୍ତାନ ଇଲୀଶା, ତର୍ଶୀଶ୍, କିତ୍ତୀମ ଓ ରୋଦାନିମ୍ ଥିଲେ। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT7 ଆଉ, ଯବନର ସନ୍ତାନ ଇଲୀଶା, ତର୍ଶୀଶ, କିତ୍ତୀମ ଓ ରୋଦାନିମ୍ ଥିଲେ। Gade chapit la |
ଆମ୍ଭେ ସେମାନଙ୍କ ମଧ୍ୟରେ ଏକ ସଙ୍କେତ ସ୍ଥାପନ କରିବା ଓ ସେମାନଙ୍କ ମଧ୍ୟରୁ ରକ୍ଷାପ୍ରାପ୍ତ ଲୋକମାନଙ୍କୁ ବିଭିନ୍ନ ଦେଶ ଯଥା: ତର୍ଶୀଶ, ଫୁଲ ଓ ଲୁଦ, ଯେଉଁମାନେ ଧନୁର୍ଦ୍ଧର, ତୁବଲ ଓ ଯବନ ତଥା ଦୂରସ୍ଥ ଦ୍ୱୀପଗଣ ଆମ୍ଭର ସୁଖ୍ୟାତି ବିଷୟରେ କେବେ ଶୁଣି ନାହାନ୍ତି କିମ୍ବା ଆମ୍ଭର ପ୍ରତାପ ଦେଖି ନାହାନ୍ତି, ସେହିମାନଙ୍କ ନିକଟକୁ ପ୍ରେରଣ କରିବା ଓ ସେମାନେ ବିଭିନ୍ନ ଦେଶୀୟମାନଙ୍କ ମଧ୍ୟରେ ଆମ୍ଭର ମହିମା ପ୍ରକାଶ କରିବେ।