Biblia Todo Logo
Bib sou entènèt

- Piblisite -




1 ବଂଶାବଳୀ 1:40 - ପବିତ୍ର ବାଇବଲ

40 ଶୋବଲର ପୁତ୍ରମାନେ ଥିଲେ: ଅଲିୟନ୍, ମାନହତ୍, ଏବଲ; ଶଫୀ ଓ ଓନମ୍। ସିବିୟୋନର ପୁତ୍ରମାନେ ଥିଲେ: ଅୟା ଓ ଅନା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

40 ଶୋବଲର ସନ୍ତାନ ଅଲୀୟନ୍ ଓ ମାନହତ୍ ଓ ଏବଲ, ଶଫୀ ଓ ଓନମ୍। ଆଉ ସିବୀୟୋନର ପୁତ୍ର ଅୟା ଓ ଅନା।

Gade chapit la Kopi

ଓଡିଆ ବାଇବେଲ

40 ଶୋବଲ୍‍ର ସନ୍ତାନ ଅଲୀୟନ୍‍, ମାନହତ୍‍, ଏବଲ୍‍, ଶଫୀ ଓ ଓନମ୍‍। ଆଉ ସିବୀୟୋନ୍‍ର ପୁତ୍ର ଅୟା ଓ ଅନା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

40 ଶୋବଲ୍‍ର ସନ୍ତାନ ଅଲୀୟନ୍‍, ମାନହତ୍‍, ଏବଲ୍‍, ଶଫୀ ଓ ଓନମ୍‍। ଆଉ ସିବୀୟୋନ୍‍ର ପୁତ୍ର ଅୟା ଓ ଅନା।

Gade chapit la Kopi




1 ବଂଶାବଳୀ 1:40
4 Referans Kwoze  

ଏଷୌ କିଣାନୀୟମାନଙ୍କର ଦୁଇ କନ୍ୟାକୁ ବିବାହ କରିଥିଲେ। ସେମାନେ ହେଲେ ହିତ୍ତୀୟ ଏଲୋନର କନ୍ୟା ଆଦାକୁ ଓ ଅନାର କନ୍ୟା ହିଦ୍ଦୀୟ ସିବିୟୋନର ପୌତ୍ରୀ ଅହଲୀବାମାକୁ।


ଲୋଟନର ପୁତ୍ରମାନେ ଥିଲେ: ହୋରି ଓ ହୋମମ୍। ଲୋଟନର ତିମ୍ନା ନାମ୍ନୀ ଜଣେ ଭଗିନୀ ଥିଲେ।


ଅନାର ପୁତ୍ର ଦିଶୋନ୍। ଆଉ ଦିଶୋନର ପୁତ୍ରମାନେ ଥିଲେ: ହମ୍ରଣ, ଇ‌ଶ୍‌ବନ୍, ଯିଥ୍ରନ୍ ଓ କରାଣ।


Swiv nou:

Piblisite


Piblisite