Biblia Todo Logo
Bib sou entènèt

- Piblisite -




1 ବଂଶାବଳୀ 1:39 - ପବିତ୍ର ବାଇବଲ

39 ଲୋଟନର ପୁତ୍ରମାନେ ଥିଲେ: ହୋରି ଓ ହୋମମ୍। ଲୋଟନର ତିମ୍ନା ନାମ୍ନୀ ଜଣେ ଭଗିନୀ ଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

39 ଲୋଟନ୍ର ସନ୍ତାନ ହୋରି ଓ ହୋମମ୍ ଓ ତିମ୍ନା ଲୋଟନ୍ର ଭଗିନୀ ଥିଲା।

Gade chapit la Kopi

ଓଡିଆ ବାଇବେଲ

39 ଲୋଟନ୍‍ର ସନ୍ତାନ ହୋରି, ହୋମମ୍‍ ଓ ତିମ୍ନା ଲୋଟନ୍‍ର ଭଗିନୀ ଥିଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

39 ଲୋଟନ୍‍ର ସନ୍ତାନ ହୋରି, ହୋମମ୍‍ ଓ ତିମ୍ନା ଲୋଟନ୍‍ର ଭଗିନୀ ଥିଲା।

Gade chapit la Kopi




1 ବଂଶାବଳୀ 1:39
5 Referans Kwoze  

ପରମେଶ୍ୱର ସେୟୀର ନିବାସୀ ଏଷୌ ସନ୍ତାନଗଣ ନିମନ୍ତେ ଠିକ୍ ସେହିପରି କରିଥିଲେ। ଅର୍ଥାତ୍ ସେମାନଙ୍କ ସମ୍ମୁଖରୁ ହୋରୀୟମାନଙ୍କୁ ବିନଷ୍ଟ କଲେ। ତହିଁରେ ସେମାନେ ସେମାନଙ୍କୁ ଅଧିକାରଚ୍ୟୁତ କରି ଆଜି ପର୍ଯ୍ୟନ୍ତ ସେହିଠାରେ ବାସ କରୁଛନ୍ତି।


ହୋରୀୟ ଲୋକମାନେ ସେଠାରେ ପୂର୍ବେ ବାସ କରୁଥିଲେ। ମାତ୍ର ଏଷୌର ସନ୍ତାନଗଣ ସେମାନଙ୍କୁ ସେଠାରୁ ତଡ଼ି ଦେଲେ। ସେମାନଙ୍କୁ ବିନାଶ କଲେ ଓ ସେମାନଙ୍କ ସ୍ଥାନରେ ବାସ କଲେ। ଯେପରି ଇସ୍ରାଏଲ ସଦାପ୍ରଭୁଙ୍କ ଦତ୍ତ ଆପଣା ଅଧିକାର ଭୂମିରେ କଲେ।


ଲୋଟନ୍ ଥିଲେ ହୋରିର ପିତା ଏବଂ ହେମସ ପୁଣି ଲୋଟନର ତିନ୍ମା ନାମ୍ନୀ ଜଣେ ଭଉଣୀ ଥିଲେ।


ସେୟୀରର ପୁତ୍ରମାନେ ଥିଲେ: ଲୋଟନ୍, ଶୋବଲ୍, ସିବିୟୋନ୍, ଅନା, ଦିଶୋନ୍, ଏତ୍‌ସର ଓ ଦୀଶନ୍।


ଶୋବଲର ପୁତ୍ରମାନେ ଥିଲେ: ଅଲିୟନ୍, ମାନହତ୍, ଏବଲ; ଶଫୀ ଓ ଓନମ୍। ସିବିୟୋନର ପୁତ୍ରମାନେ ଥିଲେ: ଅୟା ଓ ଅନା।


Swiv nou:

Piblisite


Piblisite