Biblia Todo Logo
Bib sou entènèt

- Piblisite -




1 ବଂଶାବଳୀ 1:36 - ପବିତ୍ର ବାଇବଲ

36 ଇଲୀଫ‌‌‌ସ୍‌ର ପୁତ୍ରମାନେ ଥିଲେ: ତୈମନ, ଓମାର, ସଫୀ, ଗୟିତମ ଓ କନସ୍। ଇଲୀଫସ୍ ଓ ତିମ୍ନଙ୍କର ଏକ ପୁତ୍ର ଥିଲା, ତା'ର ନାମ ଅମାଲେକ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

36 ଇଲୀଫସ୍ର ପୁତ୍ର ତୈମନ ଓ ଓମାର, ସଫୀ ଓ ଗୟିତମ୍, କନସ୍ ଓ ତିମ୍ନ ଓ ଅମାଲେକ।

Gade chapit la Kopi

ଓଡିଆ ବାଇବେଲ

36 ଇଲୀଫସ୍‍ର ପୁତ୍ର ତୈମନ୍‍ ଓ ଓମାର୍, ସଫୀ ଓ ଗୟିତମ୍‍, କନସ୍‍ ଓ ତିମ୍ନା ଓ ଅମାଲେକ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

36 ଇଲୀଫସ୍‍ର ପୁତ୍ର ତୈମନ୍‍ ଓ ଓମାର୍, ସଫୀ ଓ ଗୟିତମ୍‍, କନସ୍‍ ଓ ତିମ୍ନା ଓ ଅମାଲେକ।

Gade chapit la Kopi




1 ବଂଶାବଳୀ 1:36
9 Referans Kwoze  

ପରମେଶ୍ୱର ତୈମନରୁ ଆସୁଛନ୍ତି। ସେହି ପବିତ୍ର ପୁରୁଷ ପାରଣ ପର୍ବତରୁ ଓହ୍ଲାଇ ଆସୁଛନ୍ତି। ସେଲା ସଦାପ୍ରଭୁଙ୍କ ମହିମା ସ୍ୱର୍ଗକୁ ଆବୃତ କରେ। ତାଙ୍କର ପ୍ରଶଂସା ପୃଥିବୀକୁ ପୂର୍ଣ୍ଣ କରେ।


ତୈମନ, ତୁମ୍ଭର ଶକ୍ତିଶାଳୀ ଲୋକମାନେ ଭୟଭୀତ ହେବେ। ଏଷୌ ପର୍ବତର ସମସ୍ତ ଲୋକ ଧ୍ୱଂସ ପାଇବେ। ଅନେକ ଲୋକ ନିହତ ହେବେ।


ତେଣୁ ଆମ୍ଭେ ତୈମନ୍ ଉପରେ ଅଗ୍ନି ବୃଷ୍ଟି କରିବା। ସେହି ଅଗ୍ନି ବର୍ଷାର ଉଚ୍ଚ ଅଟ୍ଟାଳିକା ଧ୍ୱଂସ କରି ପକାଇବ।”


ତେଣୁ ସଦାପ୍ରଭୁ ଇଦୋମ ବିରୁଦ୍ଧରେ ଯେଉଁ ମନ୍ତ୍ରଣା ଓ ତୈମନ ନିବାସୀମାନଙ୍କ ବିରୁଦ୍ଧରେ ଯେଉଁ ସଂକଳ୍ପ କରିଅଛନ୍ତି, ତାହା ଶୁଣ। ଶତ୍ରୁମାନେ ନିଶ୍ଚୟ ସେମାନଙ୍କୁ ଓ ପଲର ଛୁଆମାନଙ୍କୁ ଟାଣି ନେଇଯିବେ। ଯାହା ଘଟିଗଲା ପ୍ରତ୍ୟେକ ବ୍ୟକ୍ତି ସେଥିରେ ଚକିତ ହୋଇଯିବେ।


ସୈନ୍ୟାଧିପତି ସଦାପ୍ରଭୁ ଇଦୋମ ବିଷୟରେ ଏହି କଥା କହନ୍ତି, “ତୈମନରେ ଆଉ କ’ଣ ଜ୍ଞାନ ନାହିଁ? ଉତ୍ତମ ପରାମର୍ଶ ଦେବାକୁ ଇଦୋମରେ କ’ଣ ଜ୍ଞାନୀ ନାହାନ୍ତି? ସେମାନଙ୍କର ବୁଦ୍ଧି କ’ଣ ଅନ୍ତର୍ହିତ ହୋଇଅଛି?


କନସ, ତୈମନ, ମି‌ବ୍‌ସର,


ଏଷୌର ପୁତ୍ରମାନେ ଥିଲେ: ଇଲୀଫସ୍, ରୂୟେଲ, ଯିୟସ୍, ଯାଲମ୍ ଓ କୋରହ।


ରୂୟେଲଙ୍କର ପୁତ୍ରମାନେ ଥିଲେ: ନହତ୍, ସେରହ, ଶମ୍ମ ଓ ମିସା।


Swiv nou:

Piblisite


Piblisite