Biblia Todo Logo
Bib sou entènèt

- Piblisite -




1 ବଂଶାବଳୀ 1:33 - ପବିତ୍ର ବାଇବଲ

33 ମିଦିୟନର ପୁତ୍ରଗଣ ଥିଲେ: ଐଫା, ଏଫର, ହନୋକ, ଅବୀଦ, ଇଲଦାୟା। ଏହି ସମସ୍ତ ବ୍ୟକ୍ତିମାନେ କଟୂରାର ବଂଶଧର ଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

33 ଆଉ ମିଦୀୟନର ସନ୍ତାନ ଐଫା ଓ ଏଫର ଓ ହନୋକ ଓ ଅବୀଦ ଓ ଇଲଦାୟା, ଏସମସ୍ତେ କଟୂରାର ସନ୍ତାନ।

Gade chapit la Kopi

ଓଡିଆ ବାଇବେଲ

33 ଆଉ ମିଦୀୟନର ସନ୍ତାନ ଐଫା, ଏଫର, ହନୋକ, ଅବୀଦ ଓ ଇଲଦାୟା, ଏସମସ୍ତେ କଟୂରାର ସନ୍ତାନ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

33 ଆଉ ମିଦୀୟନର ସନ୍ତାନ ଐଫା, ଏଫର, ହନୋକ, ଅବୀଦ ଓ ଇଲଦାୟା, ଏସମସ୍ତେ କଟୂରାର ସନ୍ତାନ।

Gade chapit la Kopi




1 ବଂଶାବଳୀ 1:33
5 Referans Kwoze  

ଅକଳନ ଓଟ, ତୁମ୍ଭକୁ ଆବୃତ କରିବ ଏବଂ ଯୁବ ଓଟମାନେ ତୁମ୍ଭ ପାଖକୁ ଶିବା ଏବଂ ଐଫା ଦେଶରୁ ଆସିବେ। ସେମାନେ ସୁବର୍ଣ୍ଣ ଓ ସୁବାସିତ ଧୂପ ଆଣିବେ ଏବଂ ସଦାପ୍ରଭୁଙ୍କର ପ୍ରଶଂସା ଗାନ କରିବେ।


କଟୂରା ସିମ୍ରଣ, ଯ‌କ୍‌ଷନ୍, ମଦାନ୍, ମିଦିୟନ, ଯି‌ଶ୍‌ବକ୍ ଓ ଶୂହ ଏହିମାନଙ୍କୁ ଜନ୍ମ ଦେଲା।


ମିଦିୟନର ସନ୍ତାନ ଐଫା ଓ ଏଫର ଓ ହନୋକ ଅବୀଦ ଓ ଇଲଦାୟା ଏହି ସମସ୍ତେ କଟୂରାର ସନ୍ତାନ।


କଟୂରା ଅବ୍ରହାମଙ୍କର ଜଣେ ଦାସୀ ଥିଲେ। ସେ ସିମ୍ରନ୍, ଯକ୍‌ଷନ୍, ମଦାନ୍, ମିଦିୟନ୍, ଯି‌ଶ୍‌ବକ୍, ଓ ଶୂହକୁ ଜନ୍ମ ଦେଲେ। ଯକ୍‌ଷନଙ୍କର ପୁତ୍ରମାନେ ଥିଲେ: ଶିବା ଓ ଦଦାନ୍।


ଅବ୍ରହାମ ଇସ୍‌ହାକଙ୍କର ପିତା ଥିଲେ। ସେହି ଇସ୍‌ହାକଙ୍କର ପୁତ୍ରମାନେ ଥିଲେ: ଏଷୌ ଓ ଇସ୍ରାଏଲ।


Swiv nou:

Piblisite


Piblisite