Biblia Todo Logo
Bib sou entènèt

- Piblisite -




ରତର ବିବରଣ 2:5 - ପବିତ୍ର ବାଇବଲ (Re-edited) - (BSI)

5 ତେବେ ବୋୟଜ ଶସ୍ୟଚ୍ଛେଦକମାନଙ୍କ ଉପରେ ନିଯୁକ୍ତ ଆପଣା ଯୁବାକୁ ପଚାରିଲା, ଏହି ଯୁବତୀଟି କାହାର?

Gade chapit la Kopi

ଓଡିଆ ବାଇବେଲ

5 ତେବେ ବୋୟଜ ଶସ୍ୟକଟାଳିମାନଙ୍କ ଉପରେ ନିଯୁକ୍ତ ନିଜ ଯୁବାକୁ ପଚାରିଲା, “ଏହି ଯୁବତୀଟି କାହାର ?”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ତେବେ ବୋୟଜ ଶସ୍ୟକଟାଳିମାନଙ୍କ ଉପରେ ନିଯୁକ୍ତ ନିଜ ଯୁବାକୁ ପଚାରିଲା, “ଏହି ଯୁବତୀଟି କାହାର?”

Gade chapit la Kopi

ପବିତ୍ର ବାଇବଲ

5 ଏହା ପରେ ବୋୟାଜ ତା'ର ଦାସକୁ ପଗ୍ଭରିଲା, ଯିଏ କି ଶ୍ରମିକମାନଙ୍କର ଖବର ବୁଝୁଥିଲା, “ସେ କାହାର ଝିଅ?”

Gade chapit la Kopi




ରତର ବିବରଣ 2:5
4 Referans Kwoze  

ଓ ସଲମୋନର ପୁତ୍ର ବୋୟଜ ଓ ବୋୟଜର ପୁତ୍ର ଓବେଦ୍


ଆଉ ଦେଖ, ବୋୟଜ ବେଥ୍ଲିହିମଠାରୁ ଆସି ଶସ୍ୟଚ୍ଛେଦକମାନଙ୍କୁ କହିଲା, ସଦାପ୍ରଭୁ ତୁମ୍ଭମାନଙ୍କ ସହିତ ଥାଉନ୍ତୁ; ସେମାନେ ଉତ୍ତର କଲେ,ସଦାପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ।


ତହିଁରେ ଶସ୍ୟଚ୍ଛେଦକମାନଙ୍କ ଉପରେ ନିଯୁକ୍ତ ଯୁବା ଉତ୍ତର ଦେଇ କହିଲା, ଯେଉଁ ମୋୟାବ ଦେଶୀୟା ଯୁବତୀ ନୟମୀ ସହିତ ମୋୟାବ ଦେଶରୁ ଆସିଅଛି, ସେ ଏହି।


Swiv nou:

Piblisite


Piblisite