Biblia Todo Logo
Bib sou entènèt

- Piblisite -




ଯିରିମୀୟ 48:23 - ପବିତ୍ର ବାଇବଲ (Re-edited) - (BSI)

23 କିରୀୟାଥୟିମ, ବୈଥ୍ଗାମୁର ଓ ବୈଥ୍ମୀୟୋନ୍;

Gade chapit la Kopi

ଓଡିଆ ବାଇବେଲ

23 କିରୀୟାଥୟିମ, ବେଥ୍-ଗାମୁଲ୍ ଓ ବେଥ୍-ମୀୟୋନ୍‍;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

23 କିରୀୟାଥୟିମ୍‍, ବେଥ୍-ଗାମୁଲ୍ ଓ ବେଥ୍-ମୀୟୋନ୍‍;

Gade chapit la Kopi

ପବିତ୍ର ବାଇବଲ

23 କିରିୟାଥୟିମ୍, ବୈ‌‌‌‌ଥ୍‌‌‌‌ଗାମୁର୍, ଓ ବୈ‌‌‌‌ଥ୍‌‌‌‌ମିୟୋନ୍

Gade chapit la Kopi




ଯିରିମୀୟ 48:23
7 Referans Kwoze  

ହିଷ୍ବୋନ ଓ ସମଭୂମିସ୍ଥିତ ଦୀବୋନ ଓ ବାମତ୍ବାଲ ଓ ବୈଥ୍ବାଲ-ମିୟୋନ,


ମୋୟାବର ବିଷୟ। ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ଵର ଏହି କଥା କହନ୍ତି, ହାୟ, ହାୟ, ନବୋ ! କାରଣ ତାହା ଉଚ୍ଛିନ୍ନ ହେଲା; କିରୀୟାଥୟିମ୍ ଲଜ୍ଜିତ ହେଲା, ତାହା ଧୃତ ହେଲା; ମିସ୍ଗନ୍ ଲଜ୍ଜିତ ଓ ଭଗ୍ନ ହେଲା।


ଓ କିରୀୟାଥୟିମ୍ ଓ ସିବ୍ମା ଓ ତଳଭୂମିର ପର୍ବତସ୍ଥ ସେରତ୍ ସହର


ପୁଣି ନାମାନ୍ତରରେ ନବୋ ଓ ବାଲ୍ମିୟୋଲ ଓ ସିବ୍ମା, ଏହି ସମସ୍ତ ନଗର ନିର୍ମାଣ କଲେ; ପୁଣି ସେମାନେ ଯେ ଯେ ନଗର ନିର୍ମାଣ କଲେ, ସେସମସ୍ତକୁ ଅନ୍ୟ ନାମ ଦେଲେ।


ଏହେତୁ ଚତୁର୍ଦ୍ଦଶ ବର୍ଷରେ କଦର୍ଲାୟୋମର ରାଜା ଓ ତାଙ୍କର ସହାୟ ରାଜଗଣ ଆସି ଅସ୍ତରୋତ୍ କର୍ଣ୍ଣୟିମରେ ରଫାୟୀୟ ଲୋକମାନଙ୍କୁ ଓ ହମରେ ସୁଷୀୟ ଲୋକମାନଙ୍କୁ ଓ ଶାବିକିରୀୟାଥୟିମରେ ଏମୀୟ ଲୋକମାନଙ୍କୁ,


ଅର୍ଥାତ୍, ସମଭୂମିସ୍ଥ ପ୍ରଦେଶ ଉପରେ ହଲୋନ, ଯହସ ଓ ମେଫାତ୍ ଦୀବୋନ, ନବୋ ଓ ବୈଥ୍ଦିବ୍ଳାଥୟିମଣ:


ଏଥିପାଇଁ ଦେଖ, ଆମ୍ଭେ ନଗରସମୂହଠାରୁ ମୋୟାବର ପାର୍ଶ୍ଵ ମୁକ୍ତ କରିବା, ଅର୍ଥାତ୍, ତାହାର ସୀମାନ୍ତବର୍ତ୍ତୀ ଓ ଦେଶର ଗୌରବ ସ୍ଵରୂପ ବୈତ୍-ଯିଶୀମୋତ୍ ବାଲ୍-ମୀୟୋନ୍ ଓ କିରୀୟାଥୟିମ୍ ଆଡ଼େ,


Swiv nou:

Piblisite


Piblisite