ଯିରିମୀୟ 2:14 - ପବିତ୍ର ବାଇବଲ (Re-edited) - (BSI)14 ଇସ୍ରାଏଲ କି ଦାସ? ସେ କି ଗୃହଜାତ କିଙ୍କର? ସେ କାହିଁକି ଲୁଟଦ୍ରବ୍ୟ ହୋଇଅଛି? Gade chapit laଓଡିଆ ବାଇବେଲ14 ଇସ୍ରାଏଲ କି ଦାସ ? ସେ କି ଗୃହଜାତ ଜନ୍ମରୁ ଦାସ ? ତେବେ ସେ କାହିଁକି ଲୁଟିତ ଦ୍ରବ୍ୟ ହୋଇଅଛି ? Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT14 ଇସ୍ରାଏଲ କି ଦାସ? ସେ କି ଗୃହଜାତ ଜନ୍ମରୁ ଦାସ? ତେବେ ସେ କାହିଁକି ଲୁଟିତ ଦ୍ରବ୍ୟ ହୋଇଅଛି? Gade chapit laପବିତ୍ର ବାଇବଲ14 “ଇସ୍ରାଏଲୀୟମାନେ କ’ଣ କ୍ରୀତଦାସ? ସେମାନେ କ’ଣ ଆଜନ୍ମ କିଙ୍କର? ତେବେ ସେମାନେ କାହିଁକି ଲୁଣ୍ଠିତ ଦ୍ରବ୍ୟ ସ୍ୱରୂପ ହୋଇଅଛନ୍ତି? Gade chapit la |