ରୋମୀୟ 9:2 - ପବିତ୍ର ବାଇବଲ (CL) NT (BSI)2 ମୁଁ ଯେ କେଡ଼େ ବ୍ୟଥିତ ଓ ଅସୀମ ଦୁଃଖରେ ମୋ’ ହୃଦୟ କେଡ଼େ ଭାରାକ୍ରାନ୍ତ, ଏ କଥା ମୁଁ ଛଳନା କରି କହୁ ନାହିଁ। ପବିତ୍ରଆତ୍ମା ପରିଚାଳିତ ମୋର ବିବେକ ଏହାର ସାକ୍ଷୀ। Gade chapit laପବିତ୍ର ବାଇବଲ (Re-edited) - (BSI)2 ଏହା ମୁଁ ଖ୍ରୀଷ୍ଟଙ୍କ ସାକ୍ଷାତରେ ସତ୍ୟ କହୁଅଛି, ମିଥ୍ୟା କହୁ ନାହିଁ, ମୋହର ବିବେକ ପବିତ୍ର ଆତ୍ମାଙ୍କ ପ୍ରଭାବରେ ମୋʼ ସହିତ ସାକ୍ଷ୍ୟ ଦେଉଅଛି। Gade chapit laଓଡିଆ ବାଇବେଲ2 ଏହା ମୁଁ ଖ୍ରୀଷ୍ଟଙ୍କ ସାକ୍ଷାତରେ ସତ୍ୟ କହୁଅଛି, ମିଥ୍ୟା କହୁ ନାହିଁ, ମୋହର ବିବେକ ପବିତ୍ର ଆତ୍ମାଙ୍କ ପ୍ରଭାବରେ ମୋ' ସହିତ ସାକ୍ଷ୍ୟ ଦେଉଅଛି । Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT2 ଏହା ମୁଁ ଖ୍ରୀଷ୍ଟଙ୍କ ସାକ୍ଷାତରେ ସତ୍ୟ କହୁଅଛି, ମିଥ୍ୟା କହୁ ନାହିଁ, ମୋହର ବିବେକ ପବିତ୍ର ଆତ୍ମାଙ୍କ ପ୍ରଭାବରେ ମୋʼ ସହିତ ସାକ୍ଷ୍ୟ ଦେଉଅଛି। Gade chapit laପବିତ୍ର ବାଇବଲ2 ମୋର ଅଶେଷ ଦୁଃଖ ଅଛି, ଓ ମୁଁ ଯିହୂଦୀମାନଙ୍କ ଲାଗି ଅଧିକ ବେଦନାଗ୍ରସ୍ତ ଅଛି। Gade chapit la |