Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 12:16 - ପବିତ୍ର ବାଇବଲ (CL) NT (BSI)

16 କିନ୍ତୁ ତାକୁ ରକ୍ଷା କରିବା ପାଇଁ ପୃଥିବୀ ନିଜର ମୁଖ ଫିଟାଇ ଦ୍ୟାବଳ ମୁଖରୁ ବାହାରୁ ଥିବା ସମସ୍ତ ଜଳକୁ ପାନ କଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

16 କିନ୍ତୁ ପୃଥିବୀ ଆପଣା ମୁଖ ଫିଟାଇ ସର୍ପର ମୁଖରୁ ଉଦ୍ଗାରିତ ନଦୀକୁ ଗ୍ରାସ କରି ସ୍ତ୍ରୀଲୋକଙ୍କର ସାହାଯ୍ୟ କଲା।

Gade chapit la Kopi

ଓଡିଆ ବାଇବେଲ

16 କିନ୍ତୁ ପୃଥିବୀ ଆପଣା ମୁଖ ଫିଟାଇ ସର୍ପର ମୁଖରୁ ଉଦ୍‌‌ଗାରିତ ନଦୀକୁ ଗ୍ରାସ କରି ସେହି ସ୍ତ୍ରୀଙ୍କୁ ସାହଯ୍ୟ କଲା ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 କିନ୍ତୁ ପୃଥିବୀ ଆପଣା ମୁଖ ଫିଟାଇ ସର୍ପର ମୁଖରୁ ଉଦ୍‌‌ଗାରିତ ନଦୀକୁ ଗ୍ରାସ କରି ସେହି ସ୍ତ୍ରୀଙ୍କୁ ସାହାଯ୍ୟ କଲା।

Gade chapit la Kopi

ପବିତ୍ର ବାଇବଲ

16 କିନ୍ତୁ ପୃଥିବୀ ସେହି ସ୍ତ୍ରୀକୁ ସାହାଯ୍ୟ କଲା। ପୃଥିବୀ ତା'ର ମୁଖ ଖୋଲିଲା ଓ ବିଶାଳ ସାପ ମୁଖରୁ ବାହାରି ଆସୁଥିବା ନଦୀକୁ ଗିଳି ଦେଲା।

Gade chapit la Kopi




ପ୍ରକାଶିତ 12:16
6 Referans Kwoze  

“ଆରେ ଅନ୍ଧ ପଥପ୍ରଦର୍ଶକଗଣ, ତୁମେ କିଛି ପାନ କଲାବେଳେ କାଳେ ସେଥିରେ ପୋକଟିଏ ପଡ଼ିଥିବ ବୋଲି ତାକୁ ଛାଣି ଦେଇଥାଅ। କିନ୍ତୁ ତୁମେ ଗୋଟିଏ ଗୋଟିଏ ଓଟକୁ ପୁରା ଗିଳି ଖାଇ ଯାଇଥାଅ।


ତା’ପରେ ନାରୀଟିକୁ ପାଣିରେ ଭସାଇ ନେଇ ଯିବା ପାଇଁ ଦ୍ୟାବଳ ନିଜ ମୁଖରୁ ତା’ ପଛେ ପଛେ ଏକ ମନ୍ୟା ସ୍ରୋତ ଛୁଟାଇ ଦେଲା।


ଅନନ୍ତର ଦ୍ୟାବଳ ଭୀଷଣ କ୍ରୁଦ୍ଧ ହୋଇ ସେହି ନାରୀ ଉପରେ ପ୍ରତିଶୋଧ ନେବା ପାଇଁ ତା’ର ବଂଶଧରମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ବାହାରି ପଡ଼ିଲା। ଯେଉଁମାନେ ଈଶ୍ୱରଙ୍କ ଆଜ୍ଞାବହ, ଯୀଶୁ ପ୍ରକାଶ କରିଥିବା ସତ୍ୟ ପ୍ରତି ବିଶ୍ୱସ୍ତ, ନାରୀର ସେହି ବଂଶଧରମାନଙ୍କୁ ବିରୋଧ କରିବା ପାଇଁ ସେ ଯାଇ ସମୁଦ୍ର ଦୀରରେ ଠିଆ ହେଲା।


Swiv nou:

Piblisite


Piblisite