Biblia Todo Logo
Bib sou entènèt

- Piblisite -




ମାର୍କ 7:11 - ପବିତ୍ର ବାଇବଲ (CL) NT (BSI)

11 କିନ୍ତୁ ତୁମେ ଶିକ୍ଷା ଦେଉଛ ଯେ, ପିତାମାତାଙ୍କର ଯାହା ପ୍ରାପ୍ୟ, ତାହା ‘କୋରବାନ୍’ ଅର୍ଥାତ୍ ଈଶ୍ୱରଙ୍କ ପାଇଁ ବୋଲି କହିଦେଲେ,

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 କିନ୍ତୁ ତୁମ୍ଭେମାନେ କୁହ, କେହି ଯେବେ ପିତା କି ମାତାଙ୍କୁ କହେ, ମୋʼଠାରୁ ଯାହା ଦ୍ଵାରା ତୁମ୍ଭର ଉପକାର ହୋଇଥାଆନ୍ତା, ତାହା ‘କର୍ବାନ୍ʼ, ଅର୍ଥାତ୍ ମାନତ ହୋଇଅଛି,

Gade chapit la Kopi

ଓଡିଆ ବାଇବେଲ

11 କିନ୍ତୁ ତୁମ୍ଭେମାନେ କୁହ, କେହି ଯେବେ ପିତା କି ମାତାକୁ କହେ, ମୋ'ଠାରୁ, ଯାହା ଦ୍ବାରା ତୁମ୍ଭର ଉପକାର ହୋଇଥାନ୍ତା, ତାହା 'କର୍ବାନ୍', ଅର୍ଥାତ୍ ଈଶ୍ୱରଙ୍କୁ ମାନତ ହୋଇଅଛି,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 କିନ୍ତୁ ତୁମ୍ଭେମାନେ କୁହ, କେହି ଯେବେ ପିତା କି ମାତାକୁ କହେ, ମୋʼଠାରୁ, ଯାହା ଦ୍ୱାରା ତୁମ୍ଭର ଉପକାର ହୋଇଥାଆନ୍ତା, ତାହା ‘କର୍ବାନ୍’, ଅର୍ଥାତ୍‍ ଈଶ୍ବରଙ୍କୁ ସମର୍ପିତ ହୋଇଅଛି,

Gade chapit la Kopi

ପବିତ୍ର ବାଇବଲ

11 କିନ୍ତୁ ତୁମ୍ଭେମାନେ ଉପଦେଶ ଦେଉଛ ଯେ, ଜଣେ ଲୋକ ତା'ର ବାପାମାଙ୍କୁ କହି ପାରିବ, ‘ମୋର ଯେଉଁ ପଦାର୍ଥଟିରେ ତୁମ୍ଭର ଲାଭ ହୋଇ ପାରିଥା’ନ୍ତା, ସେହି ପଦାର୍ଥ ମୁଁ ତୁମ୍ଭ ପାଇଁ ବ୍ୟବହାର କରି ପାରିବି ନାହିଁ, କାରଣ ତାହା ମୁଁ ପରମେଶ୍ୱରଙ୍କୁ ସମର୍ପଣ କରିବି।’

Gade chapit la Kopi




ମାର୍କ 7:11
6 Referans Kwoze  

ତୁମେ ଶିକ୍ଷା ଦେଇଥାଅ ଯେ, ଜଣେ ବ୍ୟକ୍ତି ବେଦୀ ନାମରେ ଶପଥ କଲେ, ସେ ତାହା ପାଳନ କରିବାକୁ ବାଧ୍ୟ ନୁହେଁ। କିନ୍ତୁ ବେଦୀ ଉପରେ ରଖାଯାଇଥିବା ନୈବେଦ୍ୟ ନାମରେ ପ୍ରତିଜ୍ଞା କଲେ, ତାହା ଅଲଙ୍ଘନୀୟ।


“କିନ୍ତୁ ତୁମ୍ଭମାନେ ଶିକ୍ଷା ଦେଉଛ ଯେ ଜଣେ ବ୍ୟକ୍ତି ଯେଉଁ ଅର୍ଥ ଦ୍ୱାରା ନିଜ ପିତାମାତାଙ୍କୁ ସାହାଯ୍ୟ କରି ପାରିଥାଆନ୍ତା, ତା' 'ଈଶ୍ୱରଙ୍କୁ ଦାନ କରିଛି' ବୋଲି କହିଦେଲେ,


ମୁଖ୍ୟ ପୁରୋହିତମାନେ ମୁଦ୍ରାଗୁଡ଼ିକ ଗୋଟାଇ କହିଲେ, “ଏହା ରକ୍ତର ମୂଲ୍ୟ। ଏହା ମନ୍ଦିରର ଧନାଗାରରେ ରଖିବା ବ୍ୟବସ୍ଥା ବିରୁଦ୍ଧ କାର୍ଯ୍ୟ।”


ପିତାମାତାଙ୍କୁ ସାହାଯ୍ୟ କରିବା ଦାୟିତ୍ୱରୁ ମୁକ୍ତ ହେବ।


Swiv nou:

Piblisite


Piblisite