Biblia Todo Logo
Bib sou entènèt

- Piblisite -




ମାର୍କ 5:4 - ପବିତ୍ର ବାଇବଲ (CL) NT (BSI)

4 ସେ ହାତର ଶିକୁଳି ଛିଣ୍ଡାଇ ଦେଉଥିଲା ଓ ଗୋଡ଼ର ବେଡ଼ି ଭାଙ୍ଗି ଦେଉଥିଲା। ତା’ର ହାତ ପାଦ ଜଞ୍ଜିରରେ ବନ୍ଧା ହେଉଥିଲା। କିନ୍ତୁ ପ୍ରତ୍ୟେକ ଥର ତାକୁ ଆୟତ୍ତ କରିବା ପାଇଁ କାହାର ସାଧ୍ୟ ନ ଥିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 କାରଣ ସେ ଅନେକ ଥର ବେଡ଼ି ଓ ଜଞ୍ଜିରରେ ବନ୍ଧା ହୋଇଥିଲା, କିନ୍ତୁ ସେ ଜଞ୍ଜିର ଛିଣ୍ତାଇଦେଇ ବେଡ଼ିସବୁ ଖଣ୍ତ ଖଣ୍ତ କରି ଭାଙ୍ଗି ପକାଇଥିଲା ଓ ତାହାକୁ ବଶରେ ରଖିବାକୁ କାହାରି ବଳ ନ ଥିଲା।

Gade chapit la Kopi

ଓଡିଆ ବାଇବେଲ

4 କାରଣ ସେ ଅନେକ ଥର ବେଡ଼ି ଓ ଜଞ୍ଜିରରେ ବନ୍ଧା ହୋଇଥିଲା, କିନ୍ତୁ ସେ ଜଞ୍ଜିର ଛିଣ୍ଡାଇଦେଇ ବେଡ଼ିସବୁ ଖଣ୍ଡ ଖଣ୍ଡ କରି ଭାଙ୍ଗି ପକାଇଥିଲା ଓ ତାହାକୁ ବଶରେ ରଖିବାକୁ କାହାର ବଳ ନ ଥିଲା ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 କାରଣ ସେ ଅନେକ ଥର ବେଡ଼ି ଓ ଜଞ୍ଜିରରେ ବନ୍ଧା ହୋଇଥିଲା, କିନ୍ତୁ ସେ ଜଞ୍ଜିର ଛିଣ୍ଡାଇଦେଇ ବେଡ଼ିସବୁ ଖଣ୍ଡ ଖଣ୍ଡ କରି ଭାଙ୍ଗି ପକାଇଥିଲା ଓ ତାହାକୁ ବଶରେ ରଖିବାକୁ କାହାର ବଳ ନ ଥିଲା।

Gade chapit la Kopi

ପବିତ୍ର ବାଇବଲ

4 କାରଣ ତାହାକୁ ଅଧିକାଂଶ ସମୟରେ ହାତକଡ଼ି ଓ ବେଡ଼ି ଦ୍ୱାରା ବାନ୍ଧି ଦିଆଯାଉଥିଲା। କିନ୍ତୁ ସେ ହାତକଡ଼ିକୁ ଛିଣ୍ଡାଇ ଖୋଲି ଦେଉଥିଲା ଓ ଶିକୁଳିକୁ ଖଣ୍ଡ ଖଣ୍ଡ କରି ଛିଣ୍ଡାଇ ଦେଉଥିଲା। କେହି ହେଲେ ତାକୁ ନିୟନ୍ତ୍ରିତ କରି ପାରୁ ନ ଥିଲେ।

Gade chapit la Kopi




ମାର୍କ 5:4
5 Referans Kwoze  

ସେ କବର ସ୍ଥାନମାନଙ୍କରେ ରହୁଥିଲା। କେହି ତାକୁ ଶିକୁଳିରେ ସୁଦ୍ଧା ବାନ୍ଧି ପାରୁ ନ ଥିଲେ।


ସେ ଦିନରାତି ପାହାଡ଼ ଓ ସମାଧି ସ୍ଥାନରେ ଘୁରି ବୁଲୁଥିଲା, ଚିକ୍ରାର କରି ପଥରରେ ନିଜ ଦେହକୁ କ୍ଷତବିକ୍ଷତ କରୁଥିଲା।


ଯୀଶୁ ତା’ଠାରୁ ଭୂତକୁ ବାହାରି ଯିବା ପାଇଁ ଆଦେଶ ଦେଇ ଥିବାରୁ ସେ ଏପରି କହିଲା। ଅନେକ ଥର ପୂଜ ତାକୁ ଆକ୍ରମଣ କରିଥିଲା। ତା’ର ହାତ ଓ ଗୋଡ଼କୁ ଜଞ୍ଜିରରେ ବାନ୍ଧି ରଖିଲେ ମଧ୍ୟ, ସେ ଜଞ୍ଜିର ଛିଣ୍ଡାଇ ପକାଇ ଥିଲା ଏବଂ ଭୂତ ତାକୁ ନିର୍ଜ୍ଜନ ସ୍ଥାନକୁ ନେଇ ଯାଉଥିଲା।


Swiv nou:

Piblisite


Piblisite