Biblia Todo Logo
Bib sou entènèt

- Piblisite -




ମାର୍କ 5:16 - ପବିତ୍ର ବାଇବଲ (CL) NT (BSI)

16 ଭୂତଗ୍ରସ୍ତ ଲୋକଟି କିପରି ସୁସ୍ଥ ହେଲା ଓ ଘୁଷୁରିମାନେ କିପରି ବିନଷ୍ଟ ହୋଇ ଥିଲେ, ଏସବୁ ଘଟଣା ଦେଖିଥିବା ଲୋକମାନେ ସେମାନଙ୍କୁ କହିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

16 ଆଉ, ଯେଉଁମାନେ ଦେଖିଥିଲେ, ସେମାନେ ସେହି ଭୂତଗ୍ରସ୍ତ ପ୍ରତି କିପରି କଅଣ ଘଟିଥିଲା, ତାହା ଓ ଘୁଷୁରିମାନଙ୍କ ବିଷୟ ସେମାନଙ୍କ ନିକଟରେ ବର୍ଣ୍ଣନା କଲେ।

Gade chapit la Kopi

ଓଡିଆ ବାଇବେଲ

16 ଆଉ ଯେଉଁମାନେ ଦେଖିଥିଲେ, ସେମାନେ ସେହି ଭୂତଗ୍ରସ୍ତ ପ୍ରତି କିପରି କଅଣ ଘଟିଥିଲା, ଓ ଘୁଷୁରିମାନଙ୍କ ବିଷୟ ସେମାନଙ୍କ ନିକଟରେ ବର୍ଣ୍ଣନା କଲେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 ଆଉ ଯେଉଁମାନେ ଦେଖିଥିଲେ, ସେମାନେ ସେହି ଭୂତଗ୍ରସ୍ତ ପ୍ରତି କିପରି କଅଣ ଘଟିଥିଲା, ଓ ଘୁଷୁରିମାନଙ୍କ ବିଷୟ ସେମାନଙ୍କ ନିକଟରେ ବର୍ଣ୍ଣନା କଲେ।

Gade chapit la Kopi

ପବିତ୍ର ବାଇବଲ

16 ସେଠାରେ କେତେକ ଲୋକ ଥିଲେ, ଯେଉଁମାନେ ଯୀଶୁଙ୍କ କାର୍ଯ୍ୟ ଦେଖିଥିଲେ। ସେମାନେ ଅନ୍ୟ ଲୋକମାନଙ୍କ ଆଗରେ ଦୁଷ୍ଟାତ୍ମା ଭୂତଗ୍ରସ୍ତ ଲୋକଟିର ଓ ଘୁଷୁରିମାନଙ୍କର କ’ଣ ହେଲା, ସେ ସବୁ ବର୍ଣ୍ଣନା କଲେ।

Gade chapit la Kopi




ମାର୍କ 5:16
4 Referans Kwoze  

ସମୁଦାୟ ସିରିଆରେ ତାଙ୍କ ଖ୍ୟାତି ବ୍ୟାପି ଗଲା ଏବଂ ଲୋକେ ଭୂତଗ୍ରସ୍ତ, ଅପସ୍ମାର, ପକ୍ଷାଘାତ ପ୍ରଭୃତି ସବୁ ପ୍ରକାର ବ୍ୟାଧିଗ୍ରସ୍ତ ଲୋକଙ୍କୁ ତାଙ୍କ ନିକଟକୁ ନେଇ ଆସିଲେ।


ସେମାନେ ଚାଲିଗଲାବେଳେ କେତେକ ଲୋକ ଜଣେ ମୂକକୁ ଯୀଶୁଙ୍କ ନିକଟକୁ ଆଣିଲେ। ତାକୁ ଭୂତ ଧରିଥିବାରୁ ସେ ମୂକ ହୋଇ ଯାଇଥିଲା।


ସେମାନେ ଦେଖିଲେ ଯେ ଭୂତଗ୍ରସ୍ତ ଲୋକଟି ଲୁଗା ପିନ୍ଧି ପ୍ରକୃତିସ୍ଥ ହୋଇ ଯୀଶୁଙ୍କୁ ପାଖରେ ବସିଛି। ଏହା ଦେଖି ସେମାନେ ଆତଙ୍କିତ ହେଲେ।


ଯୀଶୁ ନୌକାରେ ଚଢ଼ିବାକୁ ଗଲାବେଳେ ଭୂତମାନଙ୍କ କବଳରୁ ରକ୍ଷା ପାଇଥିବା ଲୋକଟି ତାଙ୍କ ସହିତ ଯିବା ପାଇଁ ଅନୁମତି ମାଗିଲା।


Swiv nou:

Piblisite


Piblisite