Biblia Todo Logo
Bib sou entènèt

- Piblisite -




ମାର୍କ 5:11 - ପବିତ୍ର ବାଇବଲ (CL) NT (BSI)

11 ନିକଟବର୍ତ୍ତୀ ପାହାଡ଼ କରରେ ପଲେ ଘୁଷୁରି ଚରୁଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ସେଠାରେ ପର୍ବତ କଡ଼ରେ ଗୋଟିଏ ଘୁଷୁରିପଲ ଚରୁଥିଲା।

Gade chapit la Kopi

ଓଡିଆ ବାଇବେଲ

11 ସେଠାରେ ପର୍ବତ କଡ଼ରେ ଗୋଟିଏ ଘୁଷୁରିପଲ ଚରୁଥିଲା ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ସେଠାରେ ପର୍ବତ କଡ଼ରେ ଗୋଟିଏ ଘୁଷୁରିପଲ ଚରୁଥିଲା।

Gade chapit la Kopi

ପବିତ୍ର ବାଇବଲ

11 ସେହି ପାହାଡ଼ କଡ଼ରେ ସେତେବେଳେ ଘୁଷୁରିଙ୍କର ଗୋଟିଏ ବଡ଼ ପଲ ଚରୁଥିଲା।

Gade chapit la Kopi




ମାର୍କ 5:11
9 Referans Kwoze  

ନିକଟସ୍ଥ ଏକ ପାହାଡ଼ ପାଖରେ ଗୋଟିଏ ବଡ଼ ଘୁଷୁରି ପଲ ଥିଲା। ଭୂତମାନେ ଘୁଷୁରି ପଲ ଭିତରକୁ ଯିବା ପାଇଁ ଯୀଶୁଙ୍କୁ ବିନତି କଲେ ଓ ସେ ସେମାନଙ୍କୁ ଅନୁମତି ଦେଲେ।


ସେଠାରୁ କିଛି ଦୂରରେ ପଲେ ଘୁଷୁରି ଚରୁଥିଲେ।


କୁକୁରକୁ ପବିତ୍ର ପଦାର୍ଥ ଦିଅ ନାହିଁ। କାରଣ ସେ ବୁଲିପଡ଼ି ତୁମକୁ ଆକ୍ରମଣ କରିପାରେ। ଘୁଷୁରି ଆଗରେ ମୁକ୍ତା ପକାଅ ନାହିଁ। ତା’ର ମୂଲ୍ୟ ନ ବୁଝି ତାକୁ ସେ କେବଳ ପାଦରେ ଦଳି ଦେବ।


“ଆମେ ଅନେକ।” ସେମାନଙ୍କୁ ସେ ଅଞ୍ଚଳରୁ ଦୂରକୁ ତଡ଼ି ନ ଦେବା ପାଇଁ ସେ ଯୀଶୁଙ୍କୁ ଅନୁନୟ ବିନୟ କରିବାକୁ ଲାଗିଲା।


ଭୂତମାନେ ଯୀଶୁଙ୍କୁ ଅନୁରୋଧ କରି କହିଲେ, “ସେହି ଘୁଷୁରି ପଲ ଭିତରେ ପ୍ରବେଶ କରିବା ପାଇଁ ଆମକୁ ଅନୁମତି ଦିଅନ୍ତୁ।”


Swiv nou:

Piblisite


Piblisite