Biblia Todo Logo
Bib sou entènèt

- Piblisite -




ମାର୍କ 5:10 - ପବିତ୍ର ବାଇବଲ (CL) NT (BSI)

10 “ଆମେ ଅନେକ।” ସେମାନଙ୍କୁ ସେ ଅଞ୍ଚଳରୁ ଦୂରକୁ ତଡ଼ି ନ ଦେବା ପାଇଁ ସେ ଯୀଶୁଙ୍କୁ ଅନୁନୟ ବିନୟ କରିବାକୁ ଲାଗିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ପୁଣି, ଯୀଶୁ ଯେପରି ସେମାନଙ୍କୁ ସେହି ଅଞ୍ଚଳରୁ ବାହାରକୁ ପଠାଇ ନ ଦିଅନ୍ତି, ସେଥିପାଇଁ ସେ ତାହାଙ୍କୁ ବହୁତ ବିନତି କଲା।

Gade chapit la Kopi

ଓଡିଆ ବାଇବେଲ

10 ପୁଣି, ଯୀଶୁ ଯେପରି ସେମାନଙ୍କୁ ସେହି ଅଞ୍ଚଳରୁ ବାହାରକୁ ପଠାଇ ନ ଦିଅନ୍ତି, ସେଥିପାଇଁ ସେ ତାହାଙ୍କୁ ବହୁତ ବିନତି କଲା ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ପୁଣି, ଯୀଶୁ ଯେପରି ସେମାନଙ୍କୁ ସେହି ଅଞ୍ଚଳରୁ ବାହାରକୁ ପଠାଇ ନ ଦିଅନ୍ତି, ସେଥିପାଇଁ ସେ ତାହାଙ୍କୁ ବହୁତ ବିନତି କଲା।

Gade chapit la Kopi

ପବିତ୍ର ବାଇବଲ

10 ସେହି ଦୁଷ୍ଟାତ୍ମାମାନେ ବାରମ୍ବାର କାକୁତି ମିନତି ହୋଇ ଭିକ୍ଷା ମାଗିଲେ ଯେ ସେ ସେମାନଙ୍କୁ ସେହି ଅଞ୍ଚଳର ବାହାରକୁ ପଠେଇ ନ ଦିଅନ୍ତୁ।

Gade chapit la Kopi




ମାର୍କ 5:10
4 Referans Kwoze  

ଯିରୂଶାଲମରୁ ଆସିଥିବା କେତେକ ଧର୍ମଗୁରୁ କହିଲେ, “ବାଆଲଜିବୂଲ ତାଙ୍କୁ ଅଧିକାର କରିଛି। ସେହି ଭୂତମାନଙ୍କର ଅଧିପତି ଭୂତ ଛଡ଼ାଇବା ପାଇଁ ତାଙ୍କୁ ଶକ୍ତି ଦେଇଛି।”


ଯୀଶୁ ଅନୁମତି ଦେଲେ ଏବଂ ଭୂତମାନେ ସେହି ଲୋକ ଭିତରୁ ବାହାରି ଆସି ଘୁଷୁରି ପଲ ଭିତରେ ପ୍ରବେଶ କଲେ ଏବଂ ପ୍ରାୟ ଦୁଇ ହଜାର ଘୁଷୁରି ଖୁବ୍ ବେଗରେ ଦୌଡ଼ି ତୀଖ ସ୍ଥାନରୁ ଖସି ହ୍ରଦରେ ବୁଡ଼ି ମଲେ।


ଯୀଶୁ ତାକୁ ପଚାରିଲେ, “ତୋ’ ନାଁ କଅଣ?” ଲୋକଟି ଉତ୍ତର ଦେଲା, “ମୋ’ ନାଁ ‘ବାହିନୀ’ -


ନିକଟବର୍ତ୍ତୀ ପାହାଡ଼ କରରେ ପଲେ ଘୁଷୁରି ଚରୁଥିଲେ।


Swiv nou:

Piblisite


Piblisite