Biblia Todo Logo
Bib sou entènèt

- Piblisite -




ମାର୍କ 13:3 - ପବିତ୍ର ବାଇବଲ (CL) NT (BSI)

3 ଦିନେ ଯୀଶୁ ମନ୍ଦିର ସମ୍ମୁଖସ୍ଥ ଜୀତ ପର୍ବତ ଉପରେ ବସିଥିଲେ। ପିତର, ଯାକୁବ, ଯୋହନ ଓ ଆନ୍ଦ୍ରିୟ ଏକାନ୍ତରେ ତାଙ୍କ ନିକଟକୁ ଆସି ପଚାରିଲେ,

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ପରେ ସେ ଜୀତ ପର୍ବତ ଉପରେ ମନ୍ଦିର ସମ୍ମୁଖରେ ବସନ୍ତେ ପିତର, ଯାକୁବ, ଯୋହନ ଓ ଆନ୍ଦ୍ରିୟ ତାହାଙ୍କୁ ଗୋପନରେ ପଚାରିବାକୁ ଲାଗିଲେ, ଏସବୁ କେବେ ଘଟିବ,

Gade chapit la Kopi

ଓଡିଆ ବାଇବେଲ

3 ପରେ ସେ ଜୀତପର୍ବତ ଉପରେ ମନ୍ଦିର ସମ୍ମୁଖରେ ବସନ୍ତେ ପିତର, ଯାକୁବ, ଯୋହନ ଓ ଆନ୍ଦ୍ରିୟ ତାହାଙ୍କୁ ଗୋପନରେ ପଚାରିବାକୁ ଲାଗିଲେ, ଏସବୁ କେବେ ଘଟିବ,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ପରେ ସେ ଜୀତପର୍ବତ ଉପରେ ମନ୍ଦିର ସମ୍ମୁଖରେ ବସନ୍ତେ ପିତର, ଯାକୁବ, ଯୋହନ ଓ ଆନ୍ଦ୍ରିୟ ତାହାଙ୍କୁ ଗୋପନରେ ପଚାରିବାକୁ ଲାଗିଲେ, ଏସବୁ କେବେ ଘଟିବ,

Gade chapit la Kopi

ପବିତ୍ର ବାଇବଲ

3 ପରେ ଯୀଶୁ ମନ୍ଦିର ସାମନାରେ ଥିବା ଜୀତପର୍ବତ ଉପରେ ବସିଥିଲେ। ତାହାଙ୍କ ସହିତ ପିତର, ଯାକୁବ, ଯୋହନ ଓ ଆନ୍ଦ୍ରିୟ ଥିଲେ। ସେମାନେ ଯୀଶୁଙ୍କୁ ବ୍ୟକ୍ତିଗତଭାବେ ପଗ୍ଭରିଲେ,

Gade chapit la Kopi




ମାର୍କ 13:3
13 Referans Kwoze  

ଦୃଷ୍ଟାନ୍ତ ବ୍ୟତୀତ ସେ ସେମାନଙ୍କୁ ଉପଦେଶ ଦେଉ ନ ଥିଲେ। କିନ୍ତୁ କେବଳ ଶିଷ୍ୟମାନଙ୍କ ସହିତ ଥିବାବେଳେ ସେ ସେମାନଙ୍କୁ ସବୁ କଥା ବ୍ୟାଖ୍ୟା କରୁଥିଲେ।


ଯୀଶୁ ଓ ତାଙ୍କ ଶିଷ୍ୟମାନେ ଯିରୂଶାଲମର ନିକଟବର୍ତ୍ତୀ ହୋଇ ବେଥ୍ଫାଗୀ ଗ୍ରାମଠାରୁ ଅଳ୍ପ ଦୂରରେ ଥିବା ଜୀତ ପର୍ବତରେ ପହଞ୍ଚିଲେ।


ପିତର, ଯାକୁବ ଓ ଯୋହନଙ୍କୁ ସଙ୍ଗରେ ନେଇ ସେ ଆଗକୁ ଗଲେ। ସେ ଗଭୀର ଦୁଃଖ ଯନ୍ତ୍ରଣାରେ ବ୍ୟାକୁଳ ହେଲେ


ଦିନେ ଜେବଦୀଙ୍କ ଦୁଇ ପୁତ୍ର ଯାକୁବ ଓ ଯୋହନ ଯୀଶୁଙ୍କୁ କହିଲେ, “ଗୁରୁ, ଆପଣ ଆମ ପାଇଁ କିଛି କରନ୍ତୁ, ଏହା ଆମେ ଚାହୁଁଛୁ।”


ଏହାର ଛଅ ଦିନ ପରେ ପିତର, ଯାକୁବ ଓ ଯୋହନଙ୍କୁ ସଙ୍ଗରେ ନେଇ ଯୀଶୁ ଗୋଟିଏ ଉଚ୍ଚ ପର୍ବତ ଆରୋହଣ କଲେ। ସେଠାରେ ଅନ୍ୟ କେହି ନ ଥିଲେ। ଶିଷ୍ୟମାନେ ଚାହୁଁ ଚାହୁଁ ଯୀଶୁଙ୍କର ଗୋଟିଏ ଅପୂର୍ବ ରୂପାନ୍ତର ହେଲା।


ତା’ପରେ ଯାକୁବ, ତାଙ୍କ ଭାଇ ଯୋହନ ଓ ପିତରଙ୍କ ଛଡ଼ା ସାଙ୍ଗରେ ଆଉ କାହାକୁ ନ ନେଇ ଯୀଶୁ ଯାଇରସଙ୍କ ଘରକୁ ଗଲେ।


ଯୀଶୁ ଜୀତ ପର୍ବତ ଉପରେ ବସିଥିବାବେଳେ ଶିଷ୍ୟମାନେ ଏକାନ୍ତରେ ଆସି ପଚାରିଲେ, “ଏସବୁ କେବେ ହେବ, ଆମକୁ କହନ୍ତୁ। କ’ଣ ଘଟିଲେ ଆମେ ଜାଣିବା ଯେ ଆପଣଙ୍କ ଆସିବା ସମୟ ହେଲାଣି ଏବଂ ଏହି ଯୁଗ ଶେଷ ହେବ।”


ଯୀଶୁ ଏହାର ଛଅ ଦିନ ପରେ ପିତର ଓ ଯାକୁବ, ଯୋହନ ଦୁଇ ଭାଇଙ୍କୁ ନେଇ ଗୋଟିଏ ଉଚ୍ଚ ପାହାଡ଼ ଉପରକୁ ଗଲେ। ସେଠାରେ ଅନ୍ୟ କେହି ନ ଥିଲେ।


ଲୋକ ଗହଳିରୁ ବାହାରି ଆସି ଯୀଶୁ ଯେତେବେଳେ ଘର ଭିତରକୁ ଗଲେ, ତାଙ୍କ ଶିଷ୍ୟମାନେ ଆସି ପଚାରିଲେ, “ବାଳୁଙ୍ଗା ଦୃଷ୍ଟାନ୍ତର ଅର୍ଥ ଆମକୁ ବୁଝାନ୍ତୁ।”


ପରେ ଶିଷ୍ୟମାନେ ଯୀଶୁଙ୍କ ନିକଟକୁ ଆସି ପଚାରିଲେ, “ଲୋକମାନଭ୍କୁ ଶିକ୍ଷା ଦେବାବେଳେ ଆପଣ କାହିଁକି ଗଳ୍ପ ଛଳରେ କହୁଛନ୍ତି?”


“ଏସବୁ କେବେ ଘଟିବ, ଆମକୁ କୁହନ୍ତୁ। କଅଣ ଦେଖି ଏସବୁ ପାଖ ହୋଇ ଆସିଲାଣି ବୋଲି ଆମେ ଜାଣିବୁ?”


Swiv nou:

Piblisite


Piblisite