Biblia Todo Logo
Bib sou entènèt

- Piblisite -




ମାର୍କ 13:16 - ପବିତ୍ର ବାଇବଲ (CL) NT (BSI)

16 ଯେ ବିଲକୁ ଯାଇଛି, ପୋଷାକ ନେବା ପାଇଁ ସେ ଘରକୁ ନ ଫେରୁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

16 ପୁଣି, ଯେ କ୍ଷେତରେ ଥାଏ, ସେ ଆପଣା ଚାଦର ଘେନିଯବା ପାଇଁ ଲେଉଟି ନ ଯାଉ।

Gade chapit la Kopi

ଓଡିଆ ବାଇବେଲ

16 ପୁଣି, ଯେ କ୍ଷେତରେ ଥାଏ, ସେ ଆପଣା ଚାଦର ଘେନିଯିବା ପାଇଁ ଫେରି ନ ଯାଉ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 ପୁଣି, ଯେ କ୍ଷେତରେ ଥାଏ, ସେ ଆପଣା ବସ୍ତ୍ର ଘେନିଯିବା ପାଇଁ ଫେରି ନ ଯାଉ।

Gade chapit la Kopi

ପବିତ୍ର ବାଇବଲ

16 ଯଦି କେହି ବାହାରେ ପଡ଼ିଆରେ ଥାଏ, ସେ ନିଜ ଗ୍ଭଦର ଆଣିବା ପାଇଁ ଘରକୁ ଫେରି ନ ଯାଉ।

Gade chapit la Kopi




ମାର୍କ 13:16
2 Referans Kwoze  

ଯେ ଛାତ ଉପରକୁ ଯାଇଛି, ଘର ଭିତରୁ କୌଣସି ଜିନିଷ ନେବା ପାଇଁ ସେ ଓହ୍ଲାଇ ଆସି ସମୟ ନଷ୍ଟ ନ କରୁ।


ସେତେବେଳେ ଗର୍ଭବତୀ ସ୍ତ୍ରୀମାନଙ୍କର ଓ କୋଳରେ ଶିଶୁ ଧରିଥିବା ମାଆମାନଙ୍କର କି ଦୁର୍ଦ୍ଦଶା ନ ହେବ।


Swiv nou:

Piblisite


Piblisite