Biblia Todo Logo
Bib sou entènèt

- Piblisite -




ମାର୍କ 11:6 - ପବିତ୍ର ବାଇବଲ (CL) NT (BSI)

6 ଯୀଶୁ କହିଥିବା ଅନୁଯାୟୀ ଶିଷ୍ୟମାନେ ଉତ୍ତର ଦେଲେ ଏବଂ ଗ୍ରାମବାସୀମାନେ ସେମାନଙ୍କୁ ଛାଡ଼ି ଦେଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 ଯୀଶୁ ଯେପରି କହିଥିଲେ, ସେମାନେ ସେହିପରି ସେମାନଙ୍କୁ ଉତ୍ତର ଦେଲେ; ତହିଁରେ ସେମାନେ ସେମାନଙ୍କୁ ଅନୁମତି ଦେଲେ।

Gade chapit la Kopi

ଓଡିଆ ବାଇବେଲ

6 ଯୀଶୁ ଯେପରି କହିଥିଲେ, ସେମାନେ ସେହିପରି ସେମାନଙ୍କୁ ଉତ୍ତର ଦେଲେ; ତହିଁରେ ସେମାନେ ସେମାନଙ୍କୁ ଅନୁମତି ଦେଲେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ଯୀଶୁ ଯେପରି କହିଥିଲେ, ସେମାନେ ସେହିପରି ସେମାନଙ୍କୁ ଉତ୍ତର ଦେଲେ; ତହିଁରେ ସେମାନେ ସେମାନଙ୍କୁ ଅନୁମତି ଦେଲେ।

Gade chapit la Kopi

ପବିତ୍ର ବାଇବଲ

6 ଶିଷ୍ୟମାନଙ୍କୁ ଯୀଶୁ ଯାହା କହିବା ପାଇଁ କହିଥିଲେ, ଶିଷ୍ୟମାନେ ଲୋକମାନଙ୍କୁ ତାହା କହିଲେ। ତା'ପରେ ଲୋକମାନେ ଗଧଛୁଆ ସହ ସେମାନଙ୍କୁ ଛାଡ଼ିଦେଲେ।

Gade chapit la Kopi




ମାର୍କ 11:6
2 Referans Kwoze  

ତାକୁ ଫିଟାଇବାବେଳେ ପାଖରେ ଠିଆ ହୋଇଥିବା କେତେଜଣ ପଚାରିଲେ, “କଅଣ କରୁଛ, ଗଧ ଛୁଆକୁ ଫିଟାଉଛ କାହିଁକି?”


ଶିଷ୍ୟମାନେ ଗଧ ଛୁଆକୁ ଆଣି ତା’ ପିଠିରେ ନିଜର ଲୁଗା ବିଛାଇ ଦେଲେ ଏବଂ ଯୀଶୁ ତା’ ଉପରେ ବସିଲେ।


Swiv nou:

Piblisite


Piblisite