Biblia Todo Logo
Bib sou entènèt

- Piblisite -




ମାର୍କ 11:16 - ପବିତ୍ର ବାଇବଲ (CL) NT (BSI)

16 ମନ୍ଦିର ପ୍ରାଙ୍ଗଣ ଦେଇ ଜିନିଷପତ୍ର ନେବା ଆଣିବା କରିବାକୁ କାହାରିକୁ ଛାଡ଼ିଦେଲେ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

16 ଆଉ ମନ୍ଦିର ମଧ୍ୟ ଦେଇ କାହାରିକି କୌଣସି ପାତ୍ର ଘେନିଯିବାକୁ ଅନୁମତି ଦେଲେ ନାହିଁ,

Gade chapit la Kopi

ଓଡିଆ ବାଇବେଲ

16 ଆଉ ମନ୍ଦିର ମଧ୍ୟ ଦେଇ କାହାରିକୁ କୌଣସି ପାତ୍ର ଘେନିଯିବାକୁ ଅନୁମତି ଦେଲେ ନାହିଁ,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 ଆଉ ମନ୍ଦିର ମଧ୍ୟ ଦେଇ କାହାରିକୁ କୌଣସି ପାତ୍ର ଘେନିଯିବାକୁ ଅନୁମତି ଦେଲେ ନାହିଁ,

Gade chapit la Kopi

ପବିତ୍ର ବାଇବଲ

16 ସେ ମଧ୍ୟ କାହାରିକୁ ମନ୍ଦିର ପରିସରରୁ କିଛି ହେଲେ ନେଇ ଯିବାକୁ ଅନୁମତି ଦେଲେ ନାହିଁ।

Gade chapit la Kopi




ମାର୍କ 11:16
2 Referans Kwoze  

ସେମାନେ ଯିରୂଶାଲମରେ ପହଞ୍ôଚ ମନ୍ଦିର ଭିତରକୁ ଗଲେ ଏବଂ ସେଠାରେ କିଣାବିକା କରୁଥିବା ଲୋକମାନଙ୍କୁ ଯୀଶୁ ବାହାର କରିଦେଲେ। ମୁଦ୍ରା ବ୍ୟବସାୟୀମାନଙ୍କ ମେଜ ଓ ପାରାବିକ୍ରେତାମାନଙ୍କ ଭାଡ଼ି ସବୁ ଓଲଟାଇ ପକାଇଲେ।


ତା’ପରେ ଯୀଶୁ ଲୋକମାନଙ୍କୁ ଶିକ୍ଷା ଦେଇ କହିଲେ, “ଧର୍ମଶାସ୍ତ୍ରରେ ଲେଖା ହୋଇଛି, ‘ମୋ’ ମନ୍ଦିର ସମସ୍ତ ଜାତିର ଲୋକମାନଙ୍କ ପାଇଁ ପ୍ରାର୍ଥନା ଗୃହ ବୋଲି ବିଖ୍ୟାତ ହେବ’, କିନ୍ତୁ ତୁମ୍ଭେମାନେ ତାକୁ ଦସ୍ୟୁ ଆଡ଼୍ଡ଼ାରେ ପରିଣତ କରିଛ।”


Swiv nou:

Piblisite


Piblisite