Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 3:36 - ପବିତ୍ର ବାଇବଲ (CL) NT (BSI)

36 ଶେଲା କଇନାନ୍‌ଙ୍କ ପୁତ୍ର, କଇନାନ୍ ଆର୍ଫାକ୍ସଡ଼ଙ୍କ ପୁତ୍ର, ଆର୍ଫାକ୍ସଡ଼ ଶେମ୍‌ଙ୍କ ପୁତ୍ର, ଶେମ୍ ନୋହଙ୍କ ପୁତ୍ର, ନୋହ ଲାମେକ୍‌ଙ୍କ ପୁତ୍ର,

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

36 ଶେଲହ କେନାନଙ୍କ ପୁତ୍ର, କେନାନ ଅର୍ଫକ୍ଷଦଙ୍କ ପୁତ୍ର, ଅର୍ଫକ୍ଷଦ ଶେମଙ୍କ ପୁତ୍ର, ଶେମ ନୋହଙ୍କ ପୁତ୍ର, ନୋହ ଲେମଖଙ୍କ ପୁତ୍ର,

Gade chapit la Kopi

ଓଡିଆ ବାଇବେଲ

36 ଶେଲହ କେନାନଙ୍କ ପୁତ୍ର, କେନାନ ଅର୍ଫକ୍ଷଦଙ୍କ ପୁତ୍ର, ଅର୍ଫକ୍ଷଦ ଶେମଙ୍କ ପୁତ୍ର, ଶେମ ନୋହଙ୍କ ପୁତ୍ର, ନୋହ ଲେମଖଙ୍କ ପୁତ୍ର,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

36 ଶେଲହ କେନାନଙ୍କ ପୁତ୍ର, କେନାନ ଅର୍ଫକ୍ଷଦଙ୍କ ପୁତ୍ର, ଅର୍ଫକ୍ଷଦ ଶେମଙ୍କ ପୁତ୍ର, ଶେମ ନୋହଙ୍କ ପୁତ୍ର, ନୋହ ଲେମଖଙ୍କ ପୁତ୍ର,

Gade chapit la Kopi

ପବିତ୍ର ବାଇବଲ

36 ଶେଲହ କେନାନଙ୍କ ପୁତ୍ର। କେନାନ ଅର୍ଫକ୍ଷଦଙ୍କ ପୁତ୍ର। ଅର୍ଫକ୍ଷଦ ଶେମଙ୍କ ପୁତ୍ର। ଶେମ ନୋହଙ୍କ ପୁତ୍ର। ନୋହ ଲେମଖଙ୍କ ପୁତ୍ର।

Gade chapit la Kopi




ଲୂକ ଲିଖିତ ସୁସମାଚାର 3:36
22 Referans Kwoze  

ଈଶ୍ୱର ପୁରାତନ ଜଗତକୁ ସଣ୍ଡ ନ ଦେଇ ଛାଡ଼ି ଦେଇ ନ ଥିଲେ; ଅଧାର୍ମିକ ଜଗତବାସୀଙ୍କ ଉପରେ ଜଳପ୍ଳାବନ ଘଟାଇଥିଲେ। ସେ କେବଳ ଧର୍ମ ପ୍ରଚାର କରୁଥିବା ନୋହ ଓ ଅନ୍ୟ ସାତ ଜଣ ଲୋକଙ୍କୁ ରକ୍ଷା କଲେ।


ନୋହ ଜାହାଜ ନିର୍ମାଣ କରିବା ସମୟରେ ଈଶ୍ୱର ଧୈର୍ଯ୍ୟର ସହିତ ଅପେକ୍ଷା କରୁଥିଲେ। ସେତେବେଳେ ଦେଉଁ ଲୋକମାନେ ଈଶ୍ୱରଙ୍କର ଅବୋଧ୍ୟ ହେଲେ, ଉପରୋକ୍ତ ଆତ୍ମାଗଣ ସେହିମାନଙ୍କର। ଯେଉଁ ଅଳ୍ପ କେତେ ଜଣ ସର୍ବମୋଟ ଆଠ ଜଣ ମାତ୍ର- ଜଳପ୍ଳାବନରୁ ରକ୍ଷା ପାଇଲେ,


ବିଶ୍ୱାସ ବଳରେ ନେହ ଅଦୃଶ୍ୟ ଭାବୀ ଘଟଣା ସମ୍ବଦ୍ଧରେ ଈଶ୍ୱରଙ୍କ ସତକପର୍ବାଣୀ ଶୁଣି ପାରିଥିଲେ। ସେ ଈଶ୍ୱରଙ୍କ ଆଦେଶ ପାଳନ କରି ଏକ ଜାହାଜ ପରିବାରବର୍ଗ ରକ୍ଷା ପାଇଥିଲେ। ଫଳରେ ଜଗତବାସୀ ଦଣ୍ଡିତ ହେଲେ, କିନ୍ତୁ ନୋହ ତାଙ୍କ ବିଶ୍ୱାସ ହେତ ଧାର୍ମକତାର ପୁରସ୍କାର ଲାଭ କଲେ।


ନୋହ ଜାହାଜରେ ପ୍ରବେଶ କରିବା ଦିନ ପର୍ଯ୍ୟନ୍ତ ଲୋକେ ଭୋଜନ, ପାନ ଓ ବିବାହ କରିବାରେ ଏବଂ ବିବାହ ଦେବାରେ ଲାଗି ଥିଲେ। ଅନନ୍ତର ଜଳ ପ୍ଲାବନ ହେଲା ଓ ସମସ୍ତେ ବିନଷ୍ଟ ହେଲେ।


ନାହୋର ସେରଗ୍‌ଙ୍କ ପୁତ୍ର; ସେରଗ୍ ରେଉଙ୍କ ପୁତ୍ର, ରେଉ ପେଲେଗ୍‌ଙ୍କ ପୁତ୍ର, ପେଲେଗ୍ ଏବର୍ଙ୍କ ପୁତ୍ର, ଏବର୍ ଶେଲାଙ୍କ ପୁତ୍ର,


ଲାମେକ୍ ମେଥୁଶେଲାଙ୍କ ପୁତ୍ର, ମେଥୁଶେଲା ହନୋକଙ୍କ ପୁତ୍ର, ହନୋକ ଯାରେଦଙ୍କ ପୁତ୍ର, ଯାରେଦ ମହାଲାଲୀଲ୍‌ଙ୍କ ପୁତ୍ର, ମହାଲାଲୀଲ୍ କେନାନ୍‌ଙ୍କ ପୁତ୍ର,


Swiv nou:

Piblisite


Piblisite