Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 24:3 - ପବିତ୍ର ବାଇବଲ (CL) NT (BSI)

3 କିନ୍ତୁ ଭିତରକୁ ଯାଇ ପ୍ରଭୁ ଯୀଶୁଙ୍କ ଶରୀର ପାଇଲେ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 କିନ୍ତୁ ଭିତରକୁ ଯାଇ ପ୍ରଭୁ ଯୀଶୁଙ୍କ ଶରୀର ପାଇଲେ ନାହିଁ।

Gade chapit la Kopi

ଓଡିଆ ବାଇବେଲ

3 କିନ୍ତୁ ଭିତରକୁ ଯାଇ ପ୍ରଭୁ ଯୀଶୁଙ୍କ ଶରୀର ପାଇଲେ ନାହିଁ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 କିନ୍ତୁ ଭିତରକୁ ଯାଇ ପ୍ରଭୁ ଯୀଶୁଙ୍କ ଶରୀର ପାଇଲେ ନାହିଁ।

Gade chapit la Kopi

ପବିତ୍ର ବାଇବଲ

3 ସେମାନେ ଭିତରକୁ ଗଲେ। କିନ୍ତୁ ସେମାନେ ସେଠାରେ ପ୍ରଭୁ ଯୀଶୁଙ୍କ ଶରୀରକୁ ପାଇଲେ ନାହିଁ।

Gade chapit la Kopi




ଲୂକ ଲିଖିତ ସୁସମାଚାର 24:3
6 Referans Kwoze  

କିନ୍ତୁ ସେଠାରେ ତାଙ୍କର ଦେହ ନ ଥିଲା। ସେମାନେ କହିଲେ ଯେ ସମାଧିରୁ ଫେରିବାବେଳେ ସେମାନେ ସ୍ୱର୍ଗଦୂତମାନଙ୍କ ଦର୍ଶନ ପାଇଥିଲେ ଓ ସେହି ସ୍ୱର୍ଗଦୂତମାନେ ସେମାନଙ୍କୁ ସମ୍ବାଦ ଦେଲେ ଯେ ଯୀଶୁ ବର୍ତ୍ତମାନ ଜୀବିତ।


ଶିଷ୍ୟମାନେ ହ୍ରଦ ଆରପାରିକୁ ଯିବା ସମୟରେ ରୋଟୀ ନେବକୁ ଭୁଲି ଯାଇଥିଲେ।


ସେହି ସ୍ତ୍ରୀ ଲୋକକୁ ଦେଖି ପ୍ରଭୁଙ୍କ ହୃଦୟ ଦୟାରେ ବିଗଳିତ ହେଲା ଓ ସେ ତାକୁ କହିଲେ, “କାନ୍ଦ ନାହିଁ।”


ସେମାନେ ସମାଧି ମୁହଁରେ ଥିବା ପଥରଟି ଗଡ଼ି ଯାଇଥିବାର ଦେଖିଲେ,


“ତେଣୁ ପ୍ରଭୁ ଯୀଶୁଙ୍କ ପୁନରୁତ୍ଥାନର ସାକ୍ଷୀ ହେବା ପାଇଁ ଆଉ ଜଣେ ଆମ ସହିତ ଯୋଗ ଦେବା ଆବଶ୍ୟକତା। ଯୀଶୁ ଯୋହନଙ୍କଠାରୁ ଜଳଦୀକ୍ଷା ଗ୍ରହଣ କରିବା ସମୟରୁ ସ୍ୱର୍ଗାରୋହଣ ପର୍ଯ୍ୟନ୍ତ ସବୁ ସମୟରେ ପ୍ରଭୁ ଯୀଶୁ ଆମ ସହିତ ଗମନାଗମନ କରିବାବେଳେ, ଯେଉଁ ଲୋକମାନେ ଆମ ଦଳରେ ଥିଲେ, ସେମାନଙ୍କ ମଧ୍ୟରୁ ଜଣକୁ ଏଥିପାଇଁ ମନୋନୀତ କରିବାକୁ ହେବ।”


Swiv nou:

Piblisite


Piblisite