ଲୂକ ଲିଖିତ ସୁସମାଚାର 23:16 - ପବିତ୍ର ବାଇବଲ (CL) NT (BSI)16 ତେଣୁ ମୁଁ ତାକୁ କୋରଡ଼ା ମାଡ଼ ଦେଇ ଛାଡ଼ି ଦେବି।” Gade chapit laପବିତ୍ର ବାଇବଲ (Re-edited) - (BSI)16 ଅତଏବ ଆମ୍ଭେ ଏହାକୁ ଶାସ୍ତି ଦେଇ ମୁକ୍ତ କରିଦେବୁ। Gade chapit laଓଡିଆ ବାଇବେଲ16 ଅତଏବ ଆମ୍ଭେ ଏହାକୁ ଶାସ୍ତି ଦେଇ ମୁକ୍ତ କରିଦେବୁ Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT16 ଅତଏବ ଆମ୍ଭେ ଏହାକୁ ଶାସ୍ତି ଦେଇ ମୁକ୍ତ କରିଦେବୁ Gade chapit laପବିତ୍ର ବାଇବଲ16 ତେଣୁ ତାହାଙ୍କୁ ସାମାନ୍ୟ ଦଣ୍ଡ ଦେବାପରେ ମୁଁ ତାହାଙ୍କୁ ମୁକ୍ତ କରି ଗ୍ଭଲିଯିବାକୁ ଅନୁମତି ଦେବି।” Gade chapit la |
କିନ୍ତୁ ପାଉଲ ସିପାହୀମାନଙ୍କୁ କହିଲେ, “କୌଣସି ଅପରାଧରେ ଦୋଷୀ ସାବ୍ୟସ୍ତ ନ ହୋଇଥିଲେ ସୁଦ୍ଧା ସେମାନେ ଲୋକମାନଙ୍କ ସାମ୍ନାରେ ଆମକୁ ପ୍ରହାର କଲେ। ଆମେ ରୋମୀୟ ନାଗରିକ, କିନ୍ତୁ ସେମାନେ ଆମକୁ ବନ୍ଦୀ କଲେ। ବର୍ତ୍ତମାନ ସେମାନେ ଆମକୁ ଗୁପ୍ତରେ ଛାଡ଼ି ଦେବାକୁ ଚାହାନ୍ତି। ଆମେ ଏହା କରାଇ ଦେବୁ ନାହିଁ। ରୋମୀୟ କର୍ତ୍ତୃପକ୍ଷ ନିଜେ ଏଠାକୁ ଆସି ଆମକୁ ମୁକ୍ତ କରନ୍ତୁ।”