ଲୂକ ଲିଖିତ ସୁସମାଚାର 22:1 - ପବିତ୍ର ବାଇବଲ (CL) NT (BSI)1 ନିସ୍ତାର ପର୍ବ ବା ଖମୀର ଶୂନ୍ୟ ରୋଟୀ ପର୍ବର ସମୟ ସନ୍ନିକଟ ହୋଇ ଆସିଲା। Gade chapit laପବିତ୍ର ବାଇବଲ (Re-edited) - (BSI)1 ନିସ୍ତାର ପର୍ବ ନାମକ ଖମୀରଶୂନ୍ୟ ରୋଟୀର ପର୍ବ ନିକଟ ହୋଇ ଆସୁଥିଲା। Gade chapit laଓଡିଆ ବାଇବେଲ1 ନିସ୍ତାର ପର୍ବ ନାମକ ଖମୀରଶୂନ୍ୟ ରୁଟିର ପର୍ବ ନିକଟ ହୋଇ ଆସୁଥିଲା । Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT1 ନିସ୍ତାର ପର୍ବ ନାମକ ଖମୀରଶୂନ୍ୟ ରୁଟିର ପର୍ବ ନିକଟ ହୋଇ ଆସୁଥିଲା। Gade chapit laପବିତ୍ର ବାଇବଲ1 ଖମୀରଶୂନ୍ୟ ରୋଟୀ ପର୍ବ, ଯାହାକୁ ନିସ୍ତାରପର୍ବ ମଧ୍ୟ କୁହାଯାଏ, ତାହାର ସମୟ ନିକଟ ହୋଇ ଆସୁଥିଲା। Gade chapit la |