Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 18:2 - ପବିତ୍ର ବାଇବଲ (CL) NT (BSI)

2 “ଗୋଟିଏ ସହରରେ ଜଣେ ବିଚାରକର୍ତ୍ତା ଥିଲେ। ସେ ଈଶ୍ୱରଙ୍କୁ ଭୟ କରୁ ନ ଥିଲେ କିମ୍ବା ମନୁଷ୍ୟକୁ ମାନୁ ନ ଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ଗୋଟିଏ ନଗରରେ ଜଣେ ବିଚାରକର୍ତ୍ତା ଥିଲେ, ସେ ଈଶ୍ଵରଙ୍କୁ ଭୟ କରୁ ନ ଥିଲେ କି ମନୁଷ୍ୟକୁ ମାନୁ ନ ଥିଲେ।

Gade chapit la Kopi

ଓଡିଆ ବାଇବେଲ

2 ଗୋଟିଏ ନଗରରେ ଜଣେ ବିଚାରକର୍ତ୍ତା ଥିଲେ, ସେ ଈଶ୍ୱରଙ୍କୁ ଭୟ କରୁ ନ ଥିଲେ କି ମନୁଷ୍ୟକୁ ମାନୁ ନ ଥିଲେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 “ଗୋଟିଏ ନଗରରେ ଜଣେ ବିଚାରକର୍ତ୍ତା ଥିଲେ, ସେ ଈଶ୍ବରଙ୍କୁ ଭୟ କରୁ ନ ଥିଲେ କି ମନୁଷ୍ୟକୁ ମାନୁ ନ ଥିଲେ।

Gade chapit la Kopi

ପବିତ୍ର ବାଇବଲ

2 “ଥରେ ଗୋଟିଏ ନଗରରେ ଜଣେ ବିଗ୍ଭରପତି ଥିଲା। ପରମେଶ୍ୱରଙ୍କୁ ତାହାଙ୍କର ଡର ନ ଥିଲା କି ଲୋକମାନେ ତାହାଙ୍କ ବିଷୟରେ କ’ଣ ଭାବୁଛନ୍ତି, ସେଥିପ୍ରତି ଖାତିରି କରୁ ନ ଥିଲେ।

Gade chapit la Kopi




ଲୂକ ଲିଖିତ ସୁସମାଚାର 18:2
14 Referans Kwoze  

ଅନେକ ଦିନ ଧରି ବିଚାରକର୍ତ୍ତା ତା’ କଥାରେ କର୍ଣ୍ଣପାତ କଲେ ନାହିଁ, କିନ୍ତୁ ଶେଷରେ ସେ ନିଜେ ଭାବିଲେ, ‘ଯଦିବା ମୁଁ ଈଶ୍ୱରଙ୍କୁ ଭୟ କରେ ନାହିଁ, କିମ୍ବା ମନୁଷ୍ୟକୁ ମାନେ ନାହିଁ,


ସେହି ସହରର ଜଣେ ବିଧବା ତାଙ୍କ ନିକଟକୁ ଥରକୁ ଥର ଆସି ତା’ ପ୍ରତି ହୋଇଥିବା ଅନ୍ୟାୟର ପ୍ରତିକାର କରିବା ପାଇଁ ଗୁହାରି କରୁଥିଲା। ସେ କହୁଥିଲା, ‘ମୋ’ ପ୍ରତିବାଦୀ ବିରୁଦ୍ଧରେ ମୋତେ ନ୍ୟାୟ ନିଷ୍ପତ୍ତି ଦିଅନ୍ତୁ!


ତା’ପରେ ଦ୍ରାକ୍ଷା କ୍ଷେତର ମାଲିକ କହିଲେ, ‘ମୁଁ ଏବେ କ’ଣ କରିବି? ଏଥର ମୁଁ ମୋର ପ୍ରିୟ ପୁତ୍ରକୁ ପଠାଇବି। ସେମାନେ ନିଶ୍ଚୟ ତାକୁ ସମ୍ମାନ କରିବେ!’


ଆମ ଜାଗତିକ ପିତାମାନେ ଆମକୁ ଶାସ୍ତି ଦେଲେ ସୁଦ୍ଧା ଆମେ ସେମାନଙ୍କୁ ଭକ୍ତି କରୁ। ତାହାହେଲେ, ଆମ ସ୍ୱର୍ଗୀୟ ପାତାଙ୍କ ଶାସନର ବଶୀଭୂତ ହୋଇ ରହିବା କେତେ ଅଧିକ ବାଞ୍ଚାନୀୟ!


Swiv nou:

Piblisite


Piblisite