Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 13:18 - ପବିତ୍ର ବାଇବଲ (CL) NT (BSI)

18 ଯୀଶୁ ପଚାରିଲେ, “ଈଶ୍ୱରଙ୍କ ରାଜ୍ୟ କାହା ପରି? ମୁଁ କାହା ସହିତ ତାହାକୁ ତୁଳନା କରିବି?

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

18 ସେଥିରେ ସେ କହିଲେ, ଈଶ୍ଵରଙ୍କ ରାଜ୍ୟ କାହା ସଦୃଶ? ପୁଣି, କାହା ସାଙ୍ଗରେ ମୁଁ ତାହାର ତୁଳନା କରିବି?

Gade chapit la Kopi

ଓଡିଆ ବାଇବେଲ

18 ସେଥିରେ ସେ କହିଲେ, ଈଶ୍ୱରଙ୍କ ରାଜ୍ୟ କାହା ପରି ? ପୁଣି, କାହା ସହିତ ମୁଁ ତାହାର ତୁଳନା କରିବି ?

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

18 ସେଥିରେ ସେ କହିଲେ, “ଈଶ୍ବରଙ୍କ ରାଜ୍ୟ କାହା ପରି? ପୁଣି, କାହା ସହିତ ମୁଁ ତାହାର ତୁଳନା କରିବି?

Gade chapit la Kopi

ପବିତ୍ର ବାଇବଲ

18 ଯୀଶୁ କହିଲେ, “ପରମେଶ୍ୱରଙ୍କ ରାଜ୍ୟ କିଭଳି? ମୁଁ ଏହାକୁ କାହା ସହିତ ତୁଳନା କରି ପାରିବି?

Gade chapit la Kopi




ଲୂକ ଲିଖିତ ସୁସମାଚାର 13:18
8 Referans Kwoze  

କେହି କହି ପାରିବେ ନାହିଁ, ‘ଦେଖ, ତାହା ଏଠାରେ ଅଛି, ଅବା ‘ସେଠାରେ ଅଛି।’ ଈଶ୍ୱରଙ୍କ ରାଜ୍ୟର ପ୍ରତିଷ୍ଠା ତୁମ ହୃଦୟରେ ହୁଏ।”


ପୁନର୍ବାର ଯୀଶୁ ପଚାରିଲେ, “ମୁଁ କାହା ସହିତ ଈଶ୍ୱରଙ୍କ ରାଜ୍ୟ ତୁଳନା କରିବି?


ଯୀଶୁ କହିବାକୁ ଲାଗିଲେ; “ଈଶ୍ୱରଙ୍କ ରାଜ୍ୟର ପ୍ରସାର ଏହିପରି। ଜଣେ ଲୋକ କ୍ଷେତରେ ବିହନ ବୁଣେ।


ଯୀଶଉ ଆଉ ଗୋଟିଏ ଦୃଷ୍ଟାନ୍ତ କଥା କହତଲେ, “ସ୍ୱର୍ଗରାଜ୍ୟ ଏହିପରି-ଜଣେ ଲୋକ ତା’ କ୍ଷେତରେ ଭଲ ଗହମ ବହିନ ବୁଣଇଲା।


ଯୀଶୁ ପୁନର୍ବାର କହିଲେ, “ଏହି ସମୟର ଲୋକମାନଙ୍କୁ ମୁଁ କାହା ସହିତ ତୁଳନା କରିବି? ସେମାନେ କେଉଁ ଧରଣର?


Swiv nou:

Piblisite


Piblisite