Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 13:14 - ପବିତ୍ର ବାଇବଲ (CL) NT (BSI)

14 ବିଶ୍ରାମବାର ଦିନ ଯୀଶୁ ସୁସ୍ଥ କରି ଥିବାରୁ ଉପାସନା ଗୃହର ଅଧ୍ୟକ୍ଷ ବିରକ୍ତ ହେଲେ। ସେ ଲୋକମାନଙ୍କୁ କହିଲେ, “କାର୍ଯ୍ୟ କରିବା ପାଇଁ ଛଅ ଦିନ ଅଛି; ତେଣୁ ସେହି ଦିନମାନଙ୍କରେ ଆସ ଓ ସୁସ୍ଥ ହୁଅ, କିନ୍ତୁ ବିଶ୍ରାମବାରରେ ନୁହେଁ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

14 କିନ୍ତୁ ଯୀଶୁ ବିଶ୍ରାମବାରରେ ସୁସ୍ଥ କରିବାରୁ ସମାଜଗୃହର ଅଧ୍ୟକ୍ଷ ବିରକ୍ତ ହୋଇ ଲୋକସମୂହକୁ ଉତ୍ତର ଦେଲେ, କର୍ମ କରିବା ନିମନ୍ତେ ଛଅ ଦିନ ଅଛି, ଏଣୁ ସେହିସବୁ ଦିନରେ ଆସି ସୁସ୍ଥ ହୁଅ, ବିଶ୍ରାମବାରରେ ଆସ ନାହିଁ।

Gade chapit la Kopi

ଓଡିଆ ବାଇବେଲ

14 କିନ୍ତୁ ଯୀଶୁ ବିଶ୍ରାମବାରରେ ସୁସ୍ଥ କରିବାରୁ ସମାଜଗୃହର ମୁଖିଆ ବିରକ୍ତ ହୋଇ ଲୋକସମୂହକୁ ଉତ୍ତର ଦେଲେ, କର୍ମ କରିବା ନିମନ୍ତେ ଛଅ ଦିନ ଅଛି, ଏଣୁ ସେହି ସବୁ ଦିନରେ ଆସି ସୁସ୍ଥ ହୁଅ, ବିଶ୍ରାମବାରରେ ଆସ ନାହିଁ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

14 କିନ୍ତୁ ଯୀଶୁ ବିଶ୍ରାମବାର ଦିନରେ ସୁସ୍ଥ କରିବାରୁ ସମାଜଗୃହର ଅଧ୍ୟକ୍ଷ ବିରକ୍ତ ହୋଇ ଲୋକସମୂହକୁ ଉତ୍ତର ଦେଲେ, କର୍ମ କରିବା ନିମନ୍ତେ ଛଅ ଦିନ ଅଛି, ଏଣୁ ସେହିସବୁ ଦିନରେ ଆସି ସୁସ୍ଥ ହୁଅ, ବିଶ୍ରାମବାର ଦିନରେ ଆସ ନାହିଁ।

Gade chapit la Kopi

ପବିତ୍ର ବାଇବଲ

14 ଯୀଶୁ ବିଶ୍ରାମବାରରେ ସ୍ତ୍ରୀ ଲୋକଟିକୁ ସୁସ୍ଥ କରି ଦେବାରୁ ଯିହୂଦୀ ପ୍ରାର୍ଥନାଗୃହର ନେତା ରାଗିଗଲେ। ନେତା ଜଣକ ଲୋକମାନଙ୍କୁ କହିଲେ, “ସପ୍ତାହରେ କାମ କରିବାକୁ ଛଅ ଦିନ ରହିଛି। ତେଣୁ ତୁମ୍ଭେମାନେ ସୁସ୍ଥ ହେବା ପାଇଁ ସେ ଭିତରୁ କୌଣସି ଦିନ ଆସ। ବିଶ୍ରାମବାରରେ କେବେ ହେଲେ ସୁସ୍ଥ ହେବା ପାଇଁ ଆସ ନାହିଁ।”

Gade chapit la Kopi




ଲୂକ ଲିଖିତ ସୁସମାଚାର 13:14
20 Referans Kwoze  

ଫାରୁଶୀମାନେ ଏହା ଦେଖି ଲୋକମାନଙ୍କୁ କହିଲେ, “ଦେଖ, ବିଶ୍ରାମ ବାରରେ ତୁମ ଶିଷ୍ୟମାନେ କିପରି ଶାସ୍ତ୍ରବିରୁଦ୍ଧ କାର୍ଯ୍ୟ କରୁଛନ୍ତି?”


ଧର୍ମଗୁରୁ ଓ ଫାରୁଶୀମାନଙ୍କ ମଧ୍ୟରୁ କେତେଜଣ ଯୀଶୁଙ୍କ ଦୋଷ ଧରିବା ପାଇଁ କାରଣ ଖୋଜୁଥିଲେ। ସେ ବିଶ୍ରାମବାର ଦିନ ସୁସ୍ଥ କରିବେ କି ନାହିଁ, ତାହା ଦେଖିବାକୁ ତାଙ୍କ ପ୍ରତି ତୀକ୍ଷ୍ଣ ଦୃଷ୍ଟି ରଖିଥିଲେ।


ସେତେବେଳେ ଯାୟୀରସ ନାମକ ଜଣେ ଲୋକ ଆସି ପହଞ୍ଚିଲେ। ସେ ସ୍ଥାନୀୟ ଉପାସନା ଗୃହର ଜଣେ କର୍ମକର୍ତ୍ତା ଥିଲେ। ସେ ନିଜେ ଯୀଶୁଙ୍କ ପାଦ ତଳେ ପଡ଼ି ତାଙ୍କ ଘରକୁ ଯିବା ପାଇଁ ଯୀଶୁଙ୍କୁ ବିନତି କଲେ,


ସ୍ଥାନୀୟ ସମାଜ ଗୃହର ଯାଇରସ ନାମକ ଜଣେ ଅଧ୍ୟକ୍ଷ ସେଠାରେ ପହଞ୍ôଚଲେ


ଈଶ୍ୱରଙ୍କ ପ୍ରତି ସେମାନଙ୍କର ପ୍ରଗାଢ଼ ଭକ୍ତି ରହିଛି, କିନ୍ତୁ ସେହି ଭକ୍ତି ପ୍ରକୃତ ଜ୍ଞାନ ଉପରେ ଆଧାରିତ ନୁହେଁ।


ସେମାନେ ସମାଜର ଗୃହର ଅଧ୍ୟକ୍ଷ ସସ୍ଥନସ୍ଙ୍କୁ ଧରି ବିଚାରାଳୟ ସମ୍ମୁଖରେ ମାଡ଼ କାରିଲେ। କିନ୍ତୁ ଗାଲିୟୋ ସେଥିପ୍ରତି ଭ୍ରୂକ୍ଷେପ କଲେ ନାହିଁ।


ସମାଜ ଗୃହର ଅଧ୍ୟକ୍ଷ କ୍ରିସ୍ପସ୍ ଓ ତାଙ୍କ ପରିବାରର ସମସ୍ତେ ପ୍ରଭୁଙ୍କଠାରେ ବିଶ୍ୱାସ କଲେ ଏବଂ କରିନ୍ଥର ଆହୁରି ଅନେକ ଲୋକ ପାଉଲଙ୍କ ଶିକ୍ଷା ଶୁଣି ବିଶ୍ୱାସ କଲେ ଓ ଜଳଦୀକ୍ଷା ଗ୍ରହଣ କଲେ।


ମୋଶାଙ୍କ ବ୍ୟବସ୍ଥା ଓ ଭାବବାଦୀମାନଙ୍କର ଲେଖା ପଠିତ ହେବା ପରେ, ଉପାସନା ଗୃହର କର୍ତ୍ତାମାନେ, ସେମାନଙ୍କ ନିକଟକୁ ଏହି କଥା କହି ପଠାଇଲେ, “ଭାଇମାନେ, ଯଦି ଲୋକଙ୍କୁ ଉତ୍ସାହିତ କରିବା ଭଳି ଆପଣମାନଙ୍କର କିଛି ଉପଦେଶ ଦେବାର ଅଛି, ତେବେ କହନ୍ତୁ।”


ସେମାନେ ସମସ୍ତେ କ୍ରୋଧ ଜର୍ଜ୍ଜରିତ ହୋଇ ଯୀଶୁଙ୍କ ପ୍ରତି କ’ଣ କରିବେ, ସେ ବିଷୟରେ ଷଡ଼ଯନ୍ତ୍ର କଲେ।


Swiv nou:

Piblisite


Piblisite