Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 12:23 - ପବିତ୍ର ବାଇବଲ (CL) NT (BSI)

23 ଜୀବନ ଖାଦ୍ୟ ଅପେକ୍ଷା ଓ ଶରୀର ବସ୍ତ୍ର ଅପେକ୍ଷା ଅଧିକ ମୂଲ୍ୟବାନ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

23 କାରଣ ଭକ୍ଷ୍ୟ ଅପେକ୍ଷା ଜୀବନ ଓ ବସ୍ତ୍ର ଅପେକ୍ଷା ଶରୀର ଶ୍ରେଷ୍ଠ।

Gade chapit la Kopi

ଓଡିଆ ବାଇବେଲ

23 କାରଣ ଭକ୍ଷ୍ୟ ଅପେକ୍ଷା ଜୀବନ ଓ ବସ୍ତ୍ର ଅପେକ୍ଷା ଶରୀର ଶ୍ରେଷ୍ଠ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

23 କାରଣ ଭକ୍ଷ୍ୟ ଅପେକ୍ଷା ଜୀବନ ଓ ବସ୍ତ୍ର ଅପେକ୍ଷା ଶରୀର ଶ୍ରେଷ୍ଠ।

Gade chapit la Kopi

ପବିତ୍ର ବାଇବଲ

23 କାରଣ ଜୀବନ ଖାଇବାଠାରୁ ଓ ଶରୀର ପିନ୍ଧିବାଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ।

Gade chapit la Kopi




ଲୂକ ଲିଖିତ ସୁସମାଚାର 12:23
9 Referans Kwoze  

ସମସ୍ତେ ଯଥେଷ୍ଟ ଖାଇ ସାରିବା ପରେ ଜାହାଜକୁ ହାଲୁକା କରିଦେବା ପାଇଁ ସେଥିରେ ଥିବା ସବୁ ଗହମ ସମୁଦ୍ରକୁ ଫୋପାଡ଼ି ଦେଲେ।


ତା’ପରେ ଯୀଶୁ ଶିଷ୍ୟମାନଙ୍କୁ କହିଲେ, “ତେଣୁ ମୁଁ ତୁମ୍ଭମାନଙ୍କୁ କହୁଛି, ବଞ୍ଚିବା ପାଇଁ ଆବଶ୍ୟକୀୟ ଖାଦ୍ୟ ଓ ପିନ୍ଧିବା ପାଇଁ ଆବଶ୍ୟକୀୟ ବସ୍ତ୍ର ବିଷୟରେ ଚିନ୍ତିତ ହୁଅ ନାହିଁ।


କାଉମାନଙ୍କୁ ଦେଖ: ସେମାନେ ବିହନ ବୁଣନ୍ତି ନାହିଁ ଅବା ଶସ୍ୟ ଅମଳ କରନ୍ତି ନାହିଁ; ସେମାନଙ୍କ ଭଣ୍ଡାର ଘର ଅବା ଅମାର ନାହିଁ; ଈଶ୍ୱର ସେମାନଙ୍କୁ ଖାଦ୍ୟ ଯୋଗାନ୍ତି। ତୁମ୍ଭେମାନେ ପକ୍ଷୀମାନଙ୍କ ଅପେକ୍ଷା କେତେ ଅଧିକ ମୂଲ୍ୟବାନ!


Swiv nou:

Piblisite


Piblisite