Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 11:44 - ପବିତ୍ର ବାଇବଲ (CL) NT (BSI)

44 ତୁମ ଦଶା କି ଶୋଚନୀୟ! ତୁମେ ଚିହ୍ନା ପଡ଼ୁ ନ ଥିବା କବର ପରି। ତା’ ଉପରେ ଲୋକମାନେ ଅଜାଣତରେ ଯିବା ଆସିବା କରନ୍ତି।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

44 ହାୟ, ତୁମ୍ଭେମାନେ ଦଣ୍ତର ପାତ୍ର, କାରଣ ତୁମ୍ଭେମାନେ ଅଦୃଶ୍ୟ ସମାଧି ତୁଲ୍ୟ; ତାହା ଉପରେ ଗତାୟାତକାରୀ ଲୋକମାନେ ତାହା ସମାଧି ବୋଲି ଜାଣନ୍ତି ନାହିଁ।

Gade chapit la Kopi

ଓଡିଆ ବାଇବେଲ

44 ହାୟ, ତୁମ୍ଭେମାନେ ଦଣ୍ଡର ପାତ୍ର, କାରଣ ତୁମ୍ଭେମାନେ ଦେଖାଯାଉ ନ ଥିବା କବର ତୁଲ୍ୟ; ତାହା ଉପରେ ଚାଲୁଥିବା ଲୋକମାନେ ତାହା ସମାଧି ବୋଲି ଜାଣନ୍ତି ନାହିଁ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

44 ହାୟ, ତୁମ୍ଭେମାନେ ଦଣ୍ଡର ପାତ୍ର, କାରଣ ତୁମ୍ଭେମାନେ ଦେଖାଯାଉ ନ ଥିବା କବର ତୁଲ୍ୟ; ତାହା ଉପରେ ଚାଲୁଥିବା ଲୋକମାନେ ତାହା ସମାଧି ବୋଲି ଜାଣନ୍ତି ନାହିଁ।”

Gade chapit la Kopi

ପବିତ୍ର ବାଇବଲ

44 ହାୟ, କାରଣ ତୁମ୍ଭେମାନେ ଲୁଚି ରହିଥିବା ସେହି କବରମାନଙ୍କ ଭଳି, ଯାହା ଉପରେ ଲୋକମାନେ ଅଜଣାରେ ଗ୍ଭଲିଯାଆନ୍ତି।”

Gade chapit la Kopi




ଲୂକ ଲିଖିତ ସୁସମାଚାର 11:44
7 Referans Kwoze  

ପାଉଲ ତାହାଙ୍କୁ କହିଲେ, “ହେ ଚୂନ ବୋଳା ଧବଳ ପ୍ରାଚୀର, ପ୍ରଭୁ ନିଶ୍ଚୟ ତୁମକୁ ଆଘାତ କରିବେ। ଆଇନ ଅନୁଯାୟୀ ମୋର ବିଚାର କରିବାକୁ ତୁମେ ସେଠାରେ ବସିଛ, ଅଥଚ ମୋତେ ଆଘାତ କରିବା ପାଇଁ ଆଦେଶ ଦେଇ ତୁମେ ଆଇନ ଭଙ୍ଗ କରୁଛ!”


ସେହି ମଞ୍ଜିଟି ସବୁଠାରୁ ଛାଟ ହେଲେ ସୁଦ୍ଧା ସେଥିରୁ ଯେଉଁ ଗଛ ହେଲା, କ୍ଷେତରେ ଅନ୍ୟ ସବୁ ଗଛ ଅପେକ୍ଷା ଅଧିକ ଉଚ୍ଚ ଓ ଗହଳିଆ ହେଲା ଏବଂ ତା’ ଉପରେ ଚଢ଼େଇମାନେ ବସା ବାନ୍ଧିଲେ। ସ୍ୱର୍ଗରାଜ୍ୟର ବୃଦ୍ଧି ଏହିପରି।”


Swiv nou:

Piblisite


Piblisite