Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 11:11 - ପବିତ୍ର ବାଇବଲ (CL) NT (BSI)

11-12 ତୁମ୍ଭମାନଙ୍କ ମଧ୍ୟରେ ଏପରି ବାପା କିଏ ଅଛି ଯେ ତା’ର ପୁଅ ମାଛ ମାଗିଲେ, ସେ ତାକୁ ମାଛ ବଦଳରେ ସାପ ଦେବ, ଅଣ୍ଡା ମାଗିଲେ, ବିଛା ଦେବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ଆଉ, ତୁମ୍ଭମାନଙ୍କ ମଧ୍ୟରେ ଏପରି ପିତା କିଏ ଅଛି, ଯାହାକୁ ତାହାର ପୁଅ ମାଛ ମାଗିଲେ ସେ ତାହାକୁ ମାଛ ବଦଳରେ ସାପ ଦେବ?

Gade chapit la Kopi

ଓଡିଆ ବାଇବେଲ

11 ଆଉ, ତୁମ୍ଭମାନଙ୍କ ମଧ୍ୟରେ ଏପରି ପିତା କିଏ ଅଛି, ଯାହାକୁ ତାହାର ପୁଅ ମାଛ ମାଗିଲେ ସେ ତାହାକୁ ମାଛ ବଦଳରେ ସାପ ଦେବ ?

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ଆଉ, ତୁମ୍ଭମାନଙ୍କ ମଧ୍ୟରେ ଏପରି ପିତା କିଏ ଅଛି, ଯାହାକୁ ତାହାର ପୁଅ ମାଛ ମାଗିଲେ ସେ ତାହାକୁ ମାଛ ବଦଳରେ ସାପ ଦେବ?

Gade chapit la Kopi

ପବିତ୍ର ବାଇବଲ

11 ତୁମ୍ଭମାନଙ୍କ ଭିତରୁ କାହାର ପୁଅଟିଏ ଅଛି କି? ତୁମ୍ଭକୁ ତୁମ୍ଭ ପୁଅ ମାଛଟିଏ ମାଗିଲେ ତୁମ୍ଭେ କ’ଣ କରିବ? କୌଣସି ବାପା ତା ପୁଅକୁ ମାଛଟିଏ ବଦଳରେ ସାପଟିଏ ଦିଏ କି? ନା, ତୁମ୍ଭେମାନେ ତାକୁ ମାଛ ଦେବ।

Gade chapit la Kopi




ଲୂକ ଲିଖିତ ସୁସମାଚାର 11:11
5 Referans Kwoze  

ତୁମ ପୁଅ ରୋଟି ମାଗିଲେ ତାକୁ କଣ ପଥର ଦେବ?


କିମ୍ବା ସେ ମାଛ ମାଗିଲେ ତାକୁ କଣ ସାପ ଦେବ?


କାରଣ ଯେ ମାଗେ, ତାକୁ ଦିଆଯାଏ; ଯେ ଖୋଜେ, ସେ ପାଏ ଓ ଯେ ଆଘାତ କରେ, ତା’ ପାଇଁ ଦ୍ୱାର ଫିଟାଇ ଦିଆଯାଏ।


Swiv nou:

Piblisite


Piblisite