Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 10:4 - ପବିତ୍ର ବାଇବଲ (CL) NT (BSI)

4 ଥଳୀ, ଭିକ୍ଷା ଝୋଲି କିମ୍ବା ପାଦୁକା ନିଅ ନାହିଁ। ବାଟରେ କାହାକୁ ଶୁଭେଚ୍ଛା ଜଣାଇବାକୁ ରୁହ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ଥଳି, ଝୋଲି ଓ ଯୋତା ନିଅ ନାହିଁ, ପୁଣି ବାଟରେ କାହାକୁ ନମସ୍କାର କର ନାହିଁ।

Gade chapit la Kopi

ଓଡିଆ ବାଇବେଲ

4 ଥଳି, ଝୋଲି ଓ ଜୋତା ନିଅ ନାହିଁ, ପୁଣି, ବାଟରେ କାହାକୁ ନମସ୍କାର କର ନାହିଁ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ଥଳି, ଝୋଲି ଓ ଜୋତା ନିଅ ନାହିଁ, ପୁଣି, ବାଟରେ କାହାକୁ ନମସ୍କାର କର ନାହିଁ।

Gade chapit la Kopi

ପବିତ୍ର ବାଇବଲ

4 ସାଙ୍ଗରେ ଟଙ୍କା, ଥଳି, ଜୋତା କିଛି ହେଲେ ନିଅ ନାହିଁ। ରାସ୍ତାରେ କାହାରି ସହିତ କଥାବାର୍ତ୍ତା ହେବା ପାଇଁ ଅଟକି ଯିବ ନାହିଁ।

Gade chapit la Kopi




ଲୂକ ଲିଖିତ ସୁସମାଚାର 10:4
13 Referans Kwoze  

ତା’ପରେ ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ ପଚାରିଲେ, “ମୁଁ ଯେତେବେଳେ ତୁମ୍ଭମାନଙ୍କୁ ସେ ସମୟରେ ଥଳୀ, ମୁଣି କିମ୍ବା ପାଦୁକା ବିନା ପଠାଇ ଥିଲି, ତୁମ୍ଭମାନଙ୍କର କିଛି ଅଭାବ ହୋଇଥିଲା କି?” ସେମାନେ ଉତ୍ତର ଦେଲେ, “ନା, କିଛି ହୋଇ ନାହିଁ।”


ସେ ବାରଜଣ ଶିଷ୍ୟଙ୍କୁ ଡ଼ାକି ଦୁଇ ଦୁଇ ଜଣ କରି ପଠାଇଲେ। ଅଶୁଚି ଆତ୍ମାଙ୍କୁ ଆୟତ୍ତ କରିବାକୁ ସେମାନଙ୍କୁ ଅଧିକାର ଦେଇ କହିଲେ,


Swiv nou:

Piblisite


Piblisite