Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 1:25 - ପବିତ୍ର ବାଇବଲ (CL) NT (BSI)

25 ସେ କହିଲେ, “ଅବଶେଷରେ ପ୍ରଭୁ ମୋତେ କୃପା କରିଛନ୍ତି। ସେ ମୋର ନିନ୍ଦା ଦୂର କରିଛନ୍ତି।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

25 ଲୋକମାନଙ୍କ ମଧ୍ୟରେ ମୋହର ଅପମାନ ଦୂର କରିବା ନିମନ୍ତେ ପ୍ରଭୁ କୃପାଦୃଷ୍ଟି କରି ମୋʼ ପ୍ରତି ଏପରି କରିଅଛନ୍ତି।

Gade chapit la Kopi

ଓଡିଆ ବାଇବେଲ

25 ଲୋକମାନଙ୍କ ମଧ୍ୟରେ ମୋହର ଅପମାନ ଦୂର କରିବା ନିମନ୍ତେ ପ୍ରଭୁ କୃପାଦୃଷ୍ଟି କରି ମୋ' ପ୍ରତି ଏପରି କରିଅଛନ୍ତି ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

25 ଲୋକମାନଙ୍କ ମଧ୍ୟରେ ମୋହର ଅପମାନ ଦୂର କରିବା ନିମନ୍ତେ ପ୍ରଭୁ କୃପାଦୃଷ୍ଟି କରି ମୋʼ ପ୍ରତି ଏପରି କରିଅଛନ୍ତି।

Gade chapit la Kopi

ପବିତ୍ର ବାଇବଲ

25 “ଦେଖ, ଶେଷରେ ପରମେଶ୍ୱର ମୋତେ ସାହାଯ୍ୟ କରିଛନ୍ତି। ଲୋକମାନଙ୍କ ମଧ୍ୟରେ ମୋର ଲଜ୍ଜା ନିବାରଣ କରିବା ପାଇଁ ପ୍ରଭୁ ମୋ’ ପ୍ରତି ସଦୟ ହୋଇଛନ୍ତି।”

Gade chapit la Kopi




ଲୂକ ଲିଖିତ ସୁସମାଚାର 1:25
14 Referans Kwoze  

ଯଦିବା ସାଗ ଗର୍ଭଧାରଣ କରିବାକୁ ଅକ୍ଷମ ଥିଲେ, ବିଶ୍ୱାସ ବଳରେ ଅବ୍ରାହାମ ବୃଦ୍ଧାବସ୍ଥାରେ ସୁଦ୍ଧା ପିତା ହେବାକୁ ସକ୍ଷମ ହୋଇଥିଲେ। ଈଶ୍ୱର ତାଙ୍କ ପ୍ରତିଶ୍ରୁିତି ରକ୍ଷା କରିବେ ବୋଲି ଅବ୍ରାହାମଙ୍କର ବିଶ୍ୱାସ ଥିଲା।


କିନ୍ତୁ ସ୍ୱର୍ଗଦୂତ ତାଙ୍କୁ କହିଲେ, “ଜିଖରିୟ, ଭୟ କର ନାହିଁ। ଈଶ୍ୱର ତୁମ ପ୍ରାର୍ଥନା ଶୁଣିଛନ୍ତି, ତୁମ ସ୍ତ୍ରୀ ଏଲିଶାବେଥ୍ ଏକ ପୁତ୍ର ପ୍ରସବ କରିବେ। ତୁମେ ତାହାଙ୍କ ନାମ ଯୋହନ ଦେବ।


କିଛି ଦିନ ପରେ ତାଙ୍କର ସ୍ତ୍ରୀ ଏଲିଶାବେଥ୍ ଗର୍ଭବତୀ ହେଲେ ଓ ପଞ୍ଚମ ମାସ ପର୍ଯ୍ୟନ୍ତ ଘରଛାଡ଼ି ବାହାରକୁ ଗଲେ ନାହିଁ।


Swiv nou:

Piblisite


Piblisite