ଯୋହନ 9:6 - ପବିତ୍ର ବାଇବଲ (CL) NT (BSI)6 ଏହା କହି ଯୀଶୁ ମାଟିରେ ଛେପ ପକାଇ କିଛି କାଦୁଅ କଲେ; ସେଥିରୁ ଟିକିଏ ନେଇ ଲୋକଟିର ଆଖି ଉପରେ ଲେପନ କରି କହିଲେ, Gade chapit laପବିତ୍ର ବାଇବଲ (Re-edited) - (BSI)6 ଏହା କହି ସେ ମାଟିରେ ଛେପ ପକାଇ ସେହି ଛେପରେ କାଦୁଅ କଲେ, ଆଉ ତାହାର ଦୁଇ ଆଖିରେ କାଦୁଅ ଲଗାଇଦେଇ ତାହାକୁ କହିଲେ, ଯାଅ, Gade chapit laଓଡିଆ ବାଇବେଲ6 ଏହା କହି ସେ ମାଟିରେ ଛେପ ପକାଇ ସେହି ଛେପରେ କାଦୁଅ କଲେ, ଆଉ ତାହାର ଦୁଇ ଆଖିରେ କାଦୁଅ ଲଗାଇଲେ ଏବଂ ତାହାକୁ କହିଲେ, ଯାଅ, Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT6 ଏହା କହି ସେ ମାଟିରେ ଛେପ ପକାଇ ସେହି ଛେପରେ କାଦୁଅ କଲେ, ଆଉ ତାହାର ଦୁଇ ଆଖିରେ କାଦୁଅ ଲଗାଇଲେ ଏବଂ ତାହାକୁ କହିଲେ, Gade chapit laପବିତ୍ର ବାଇବଲ6 ଯୀଶୁ ଏ କଥା କହିଲା ପରେ ଭୂଇଁରେ ଛେପ ପକାଇ କାଦୁଅ କରି, ସେହି କାଦୁଅକୁ ନେଇ ସେ ସେହି ଜନ୍ମାନ୍ଧ ଲୋକଟିର ଆଖିରେ ଲଗେଇ ଦେଲେ। Gade chapit la |