Biblia Todo Logo
Bib sou entènèt

- Piblisite -




ଯୋହନ 8:4 - ପବିତ୍ର ବାଇବଲ (CL) NT (BSI)

4 “ଗୁରୁ, ଏହି ସ୍ତ୍ରୀ ଲୋକଟି ବ୍ୟଭିଚାର କରୁଥିବାବେଳେ ଧରା ପଡ଼ିଛି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ହେ ଗୁରୁ, ଏହି ସ୍ତ୍ରୀଲୋକଟା ବ୍ୟଭିଚାର କର୍ମ କରୁଥିବା ସମୟରେ ଧରାପଡ଼ିଅଛି।

Gade chapit la Kopi

ଓଡିଆ ବାଇବେଲ

4 ହେ ଗୁରୁ, ଏହି ସ୍ତ୍ରୀଲୋକଟି ବ୍ୟଭିଚାର କର୍ମ କରୁଥିବା ସମୟରେ ଧରାପଡ଼ିଅଛି ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ହେ ଗୁରୁ, ଏହି ସ୍ତ୍ରୀଲୋକଟି ବ୍ୟଭିଚାର କର୍ମ କରୁଥିବା ସମୟରେ ଧରାପଡ଼ିଅଛି।

Gade chapit la Kopi

ପବିତ୍ର ବାଇବଲ

4 ସେମାନେ ଯୀଶୁଙ୍କୁ କହିଲେ, “ଗୁରୁ, ଏହି ସ୍ତ୍ରୀଲୋକଟି ଜଣେ ପୁରୁଷ ସହିତ ବ୍ୟଭିଗ୍ଭର କଲାବେଳେ ଧରା ପଡ଼ିଛି। ସେ ପୁରୁଷ ତା'ର ସ୍ୱାମୀ ନୁହେଁ।

Gade chapit la Kopi




ଯୋହନ 8:4
6 Referans Kwoze  

ଯୋସେଫ ସବୁବେଳେ ନ୍ୟାୟସଙ୍ଗତ କାର୍ଯ୍ୟ କରୁଥିଲେ। ଅତଏବ ମରିୟମଙ୍କୁ ଲୋକନିନ୍ଦାରୁ ରକ୍ଷା କରିବାଲାଗି ଗୁପ୍ତରେ ନିର୍ବନ୍ଧଟିକୁ ଭାଙ୍ଗିଦେବା ପାଇଁ ଉପାୟ ପାଞ୍ôଚଲେ।


ଦଳେ ଧର୍ମଗୁରୁ ଓ ଫାରୁଶୀ ବ୍ୟଭିଚାର ଅପରାଧରେ ଧରା ପଡ଼ିଥିବା ଗୋଟିଏ ସ୍ତ୍ରୀ ଲୋକକୁ ଟାଣି ଆଣିଲେ। ସମସ୍ତଙ୍କ ଆଗରେ ଠିଆ କରାଇ ଯୀଶୁଙକୁ ପଚାରିଲେ,


ଏଭଳି ସ୍ତ୍ରୀ ଲୋକକୁ ପଥର ପକାଇ ମାରି ଦେବା ପାଇଁ ମେଶା ଆମ ବ୍ୟବସ୍ଥାରେ ନିର୍ଦ୍ଦେଶ ଦେଇଛନ୍ତି। ଏ ବିଷୟରେ ଆପଣ କ’ଣ କହୁଛନ୍ତି?”


Swiv nou:

Piblisite


Piblisite